ଚିନ୍ତା ବଢ଼ାଇଲା ରାଜଧାନୀ; ଜନସାଧାରଣଙ୍କୁ ବିଏମ୍‌ସି ଅଫିସ ମନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନକୁ ବଢ଼ିବାରେ ଲାଗିଛି। ରାଜଧାନୀରେ କ୍ୱରେଣ୍ଟାଇନ ଅପେକ୍ଷା ଅଧିକ ଲୋକାଲ କେସ୍‌ ଦେଖିବାକୁ ମିଳୁଛି, ଯାହା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିପାଇଁ କରୋନା କଟକଣାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧିକ କଡ଼ାକଡ଼ି କରି ଦେଇଛି। ବିଏମସି କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ବିଏମସି କମିଶନର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀରେ ସଂକ୍ରମଣ ଯୋଗୁ ଆଜିଠୁ […]

BMC-000

BMC-000

Tapaswini Nayak
  • Published: Tuesday, 30 June 2020
  • Updated: 30 June 2020, 01:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନକୁ ବଢ଼ିବାରେ ଲାଗିଛି। ରାଜଧାନୀରେ କ୍ୱରେଣ୍ଟାଇନ ଅପେକ୍ଷା ଅଧିକ ଲୋକାଲ କେସ୍‌ ଦେଖିବାକୁ ମିଳୁଛି, ଯାହା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିପାଇଁ କରୋନା କଟକଣାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧିକ କଡ଼ାକଡ଼ି କରି ଦେଇଛି। ବିଏମସି କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ବିଏମସି କମିଶନର ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ରାଜଧାନୀରେ ସଂକ୍ରମଣ ଯୋଗୁ ଆଜିଠୁ ରାଜଧାନୀରେ କଟକଣା କଡ଼ାକଡ଼ି ହେବ। ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ। ଯେଉଁମାନେ ନିୟମ ଭାଙ୍ଗିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ, ରାଜଧାନୀରେ ୩୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୪ ଜଣ ସୁସ୍ଥ ହୋଇଛନ୍ତି। ୧୩୫ ଜଣ ବିଭିନ୍ନ କୋଭିଡ୍ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଚାରି ଜଣଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story