ଏମ୍ଏଲ୍ଏଙ୍କ ପତ୍ନୀ ଦିନମଜୁରୀଆ ! ବିବାଦରେ ମନୋହର ରନ୍ଧାରୀ

ନବରଙ୍ଗପୁର: ପୁଣି ଥରେ ବିବାଦ ଘେରରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ। ମନୋହରଙ୍କ ପତ୍ନୀ ଉର୍ମିଳା ରନ୍ଧାରୀ ମନରେଗା(ଏମଜିଏନ୍‌ଆରଇଜିଏସ)  ଯୋଜନାରେ କାମ କରି ୬୩୦ ଟଙ୍କା ମଜୁରୀ ପାଇଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ବାପା ଡମ୍ବରୁଧର ରନ୍ଧାରୀଙ୍କ ଜବ କାର୍ଡରେ ବିଧାୟକଙ୍କ ପତ୍ନୀ ରାସ୍ତାକାମ କରି ଟଙ୍କା ପାଇଥିବା ଏମଜିଏନ୍‌ଆରଇଜିଏସ ଅନଲାଇନରେ ଉଲ୍ଲେଖ ଥିବା ସ୍ଥାନୀୟ ବିଜେପି ନେତା ଅଭିଯୋଗ କରିଛନ୍ତି। ବିଧାୟକଙ୍କ ପତ୍ନୀଙ୍କ ନାଁରେ ଅଭିଯୋଗ ପରେ ନବରଙ୍ଗପୁର ବ୍ଲକ୍‌ ବିଡ଼ିଓ ଘଟଣାର ତଦନ୍ତ ଆରମ୍ଭ […]

monohar ra

monohar ra

Rakesh Mallick
  • Published: Thursday, 20 April 2017
  • Updated: 20 April 2017, 01:22 PM IST

Sports

Latest News

ନବରଙ୍ଗପୁର: ପୁଣି ଥରେ ବିବାଦ ଘେରରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ। ମନୋହରଙ୍କ ପତ୍ନୀ ଉର୍ମିଳା ରନ୍ଧାରୀ ମନରେଗା(ଏମଜିଏନ୍‌ଆରଇଜିଏସ)  ଯୋଜନାରେ କାମ କରି ୬୩୦ ଟଙ୍କା ମଜୁରୀ ପାଇଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ବାପା ଡମ୍ବରୁଧର ରନ୍ଧାରୀଙ୍କ ଜବ କାର୍ଡରେ ବିଧାୟକଙ୍କ ପତ୍ନୀ ରାସ୍ତାକାମ କରି ଟଙ୍କା ପାଇଥିବା ଏମଜିଏନ୍‌ଆରଇଜିଏସ ଅନଲାଇନରେ ଉଲ୍ଲେଖ ଥିବା ସ୍ଥାନୀୟ ବିଜେପି ନେତା ଅଭିଯୋଗ କରିଛନ୍ତି। ବିଧାୟକଙ୍କ ପତ୍ନୀଙ୍କ ନାଁରେ ଅଭିଯୋଗ ପରେ ନବରଙ୍ଗପୁର ବ୍ଲକ୍‌ ବିଡ଼ିଓ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିଧାୟକଙ୍କ ପତ୍ନୀ କେବେ ଏମଜିଏନ୍‌ଆରଇଜିଏସ୍ କାମ କରି ନାହାନ୍ତି କି, ଏଥିରେ ତାଙ୍କର କିଛି ଭୂମିକା ନ ଥିବା ମନୋହର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story