ନବରଙ୍ଗପୁରରେ ପୁଣି ଜଣେ ଶିଶୁକନ୍ୟାକୁ ଚେଙ୍କ ଅଭିଯୋଗ

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ଗାଁରେ ଏକ ୩୪ ଦିନର ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। କେନ୍ଦୁଗୁଡା ଗାଁର ଲକ୍ଷ୍ମୀ ପୂଜାରୀଙ୍କ ଶିଶୁକନ୍ୟା ପେଟ ରୋଗରେ ଆକ୍ରାନ୍ତ ହୋଇଥିଲା। ଚିକିତ୍ସା ଲାଗି ଲକ୍ଷ୍ମୀ ରବିବାର ଶିଶୁକନ୍ୟାକୁ ଦିଶାରୀଙ୍କ ପାଖକୁ ନେଇଥିଲେ। ସେଠାରେ ଦିଶାରୀ ଶିଶୁକନ୍ୟାଟିର ପେଟରେ ଚେଙ୍କ ଦେଇଥିଲେ। […]

sishichenka

sishichenka

Rakesh Mallick
  • Published: Tuesday, 08 March 2016
  • Updated: 08 March 2016, 04:32 PM IST

Sports

Latest News

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ଗାଁରେ ଏକ ୩୪ ଦିନର ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

କେନ୍ଦୁଗୁଡା ଗାଁର ଲକ୍ଷ୍ମୀ ପୂଜାରୀଙ୍କ ଶିଶୁକନ୍ୟା ପେଟ ରୋଗରେ ଆକ୍ରାନ୍ତ ହୋଇଥିଲା। ଚିକିତ୍ସା ଲାଗି ଲକ୍ଷ୍ମୀ ରବିବାର ଶିଶୁକନ୍ୟାକୁ ଦିଶାରୀଙ୍କ ପାଖକୁ ନେଇଥିଲେ। ସେଠାରେ ଦିଶାରୀ ଶିଶୁକନ୍ୟାଟିର ପେଟରେ ଚେଙ୍କ ଦେଇଥିଲେ। ଚେଙ୍କ ପରେ ଶିଶୁର ସ୍ୱାସ୍ଥ୍ୟ ଅଧିକ ଜଟିଳ ହୋଇପଡିବାରୁ ଆଜି ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରୀତି ନାୟକ କହିଛନ୍ତି, “୩୪ ଦିନର ଏହି ଶିଶୁକନ୍ୟାକୁ ଚୁଡି ତତାଇ ଚେଙ୍କ ଦିଆଯାଇଛି। ଚେଙ୍କ ଜ୍ୱାଳାରେ ପିଲାଟି ବହୁତ କାନ୍ଦୁଛି। ପିଲାର ଶିରାରେ ଦିନକୁ ଦୁଇଥର ଆଣ୍ଟିବାୟୋଟିକ୍‌ ଦିଆଯିବା ସହ ଔଷଧ ଦିଆଯାଇଛି। ଏହାସହ ମା’ କ୍ଷୀର ଦେବାକୁ କୁହାଯାଇଛି। ଚେଙ୍କ ଯୋଗୁଁ ସୃଷ୍ଟି ହୋଇଥିବା କ୍ଷତସ୍ଥାନକୁ ସଫା କରାଯାଇ ମଲମ ଲାଗାଯାଉଛି। ୫ରୁ ୬ଦିନ ମଧ୍ୟରେ ଶିଶୁର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବ। ବାପାମାଆଙ୍କ ସଚେତନତାର ଅଭାବରୁ ଏପରି ବାରମ୍ବାର ଘଟୁଛି। ଏହାକୁ ରୋକିବାକୁ ବ୍ୟବସ୍ଥା ଗ୍ରହଣ କରାଯାଉଛି।”

ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲାରେ ଗତ ୩ ମାସ ମଧ୍ୟରେ ଏପରି ଘଟଣାରେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ୮ଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ଘଟଣା ପଦାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story