ପୁଣି ଟ୍ରଲିରେ ବୁହା ହେଲା ଶବ

ଝାରସୁଗୁଡ଼ା: ଶବ ଦାହକ ଗାଡ଼ି ପରିବର୍ତ୍ତେ ଝାରସୁଗୁଡ଼ାରେ ଟ୍ରଲିରେ ବୁହା ହୋଇଛି ଅଚିହ୍ନା ଯୁବକଙ୍କ ଶବ। ଏହି ଘଟଣାକୁ ନେଇ ଝାରସୁଗୁଡା ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ଜିଆର୍‌ପି ପୋଲିସ୍ ବାଗଡିହି ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧା କରି ଟ୍ରେନ୍‌ରେ ଝାରସୁଗୁଡ଼ା ରେଳ ଷ୍ଟେସନ୍‌କୁ ଆଣିଥିଲା। ଷ୍ଟେସନ୍‌ରୁ ଟ୍ରଲିରେ ଶବକୁ ବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା। ଗତ ଫେବ୍ରୁଆରୀ ୨୮ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହକୁ ଟ୍ରଲିରେ […]

jharsuguda

jharsuguda

Rakesh Mallick
  • Published: Monday, 15 August 2016
  • Updated: 16 August 2016, 04:50 PM IST

ଝାରସୁଗୁଡ଼ା: ଶବ ଦାହକ ଗାଡ଼ି ପରିବର୍ତ୍ତେ ଝାରସୁଗୁଡ଼ାରେ ଟ୍ରଲିରେ ବୁହା ହୋଇଛି ଅଚିହ୍ନା ଯୁବକଙ୍କ ଶବ। ଏହି ଘଟଣାକୁ ନେଇ ଝାରସୁଗୁଡା ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗତକାଲି ଜିଆର୍‌ପି ପୋଲିସ୍ ବାଗଡିହି ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧା କରି ଟ୍ରେନ୍‌ରେ ଝାରସୁଗୁଡ଼ା ରେଳ ଷ୍ଟେସନ୍‌କୁ ଆଣିଥିଲା। ଷ୍ଟେସନ୍‌ରୁ ଟ୍ରଲିରେ ଶବକୁ ବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା।

ଗତ ଫେବ୍ରୁଆରୀ ୨୮ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହକୁ ଟ୍ରଲିରେ ଶଶ୍ମାନକୁ ନିଅଯାଇଥିଲା। ଗତ ମାର୍ଚ୍ଚ ୨୯ ତାରିଖରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭରୁଆମୁଣ୍ଡା ଗ୍ରାମରେ ବାଇକ୍‌ରେ ଶବ ବୁହା ହୋଇଥିଲା। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story