ପୂରଣ ହେଲା ସମସ୍ତ ଏମବିବିଏସ ସିଟ

ଭୁବନେଶ୍ୱର: ରାଜ୍ୟରେ ଖାଲିଥିବା ସମସ୍ତ ଏମବିବିଏସ ସିଟ ପୂରଣ ହୋଇଛି। ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲରେ ଆଜି ହୋଇଥିବା ସ୍ପଟ ଆଡମିଶନ ପ୍ରକ୍ରିୟାରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲ କଲେଜର ଏମବିବିଏସ ସିଟ ପୂରଣ ହୋଇଛି। ସେହିପରି ସରକାରୀ କଲେଜର ବିଡିଏସ ସିଟ ମଧ୍ୟ ପୂରଣ ହୋଇଛି। ତେବେ ଘରୋଇ କଲେଜରେ ଖାଲି ଥିବା ୫୮ଟି  ବିଡିଏସ ସିଟ ପୂରଣ ହୋଇ ନ ଥିବାରୁ ଆସନ୍ତାକାଲି ସ୍ପଟ ଆଡମିସନ ହେବ। ହାଇକୋର୍ତଙ୍କ ନିର୍ଦ୍ଦେଶ ମୁତାବକ […]

mbbs

mbbs

Rakesh Mallick
  • Published: Tuesday, 29 September 2015
  • Updated: 29 September 2015, 01:34 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଖାଲିଥିବା ସମସ୍ତ ଏମବିବିଏସ ସିଟ ପୂରଣ ହୋଇଛି। ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲରେ ଆଜି ହୋଇଥିବା ସ୍ପଟ ଆଡମିଶନ ପ୍ରକ୍ରିୟାରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲ କଲେଜର ଏମବିବିଏସ ସିଟ ପୂରଣ ହୋଇଛି। ସେହିପରି ସରକାରୀ କଲେଜର ବିଡିଏସ ସିଟ ମଧ୍ୟ ପୂରଣ ହୋଇଛି। ତେବେ ଘରୋଇ କଲେଜରେ ଖାଲି ଥିବା ୫୮ଟି  ବିଡିଏସ ସିଟ ପୂରଣ ହୋଇ ନ ଥିବାରୁ ଆସନ୍ତାକାଲି ସ୍ପଟ ଆଡମିସନ ହେବ। ହାଇକୋର୍ତଙ୍କ ନିର୍ଦ୍ଦେଶ ମୁତାବକ ସ୍ପେଶାଲ ଓଜେଇଇ ରାଙ୍କ ଅନୁସାରେ ଖାଲି ଥିବା ବିଡିଏସ ସିଟ ପୂରଣ କରାଯିବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଗତ ୨୭ରେ ଅନୁଷ୍ଠିତ ସ୍ପେଶାଲ ଓଜେଇଇ ପରୀକ୍ଷାରେ ମାତ୍ର ୨୫ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos