ପୁରୀ: ଗୁଣ୍ଡିଚା ମନ୍ଦିର ନିକଟରୁ ମିଳିଲା ୪ଟି ବୋମା

ପୁରୀ: ପୁରୀ ଗୁଣ୍ଡିଚା ମନ୍ଦିର ନିକଟରୁ ଶୁକ୍ରବାର ୪ଟି ବୋମା ଉଦ୍ଧାର କରାଯାଇଛି। ଉଦ୍ଧାର କରାଯିବା ପରେ ବୋମାଗୁଡ଼ିକୁ ନିଷ୍କ୍ରିୟ କରି ଦିଆଯାଇଛି। କିଏ ଏହି ବୋମାଗୁଡ଼ିକୁ ସେଠାରେ ରଖିଥିଲା, ତାହା ଜଣାପଡ଼ି ନାହିଁ। କୁମ୍ଭାରପଡ଼ା ପୋଲିସ୍ ଘଟଣାର ତଦନ୍ତ କରୁଛି। ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରଠାରୁ ମାତ୍ର ୩୦ ମିଟର ଦୂରରେ ଏକ ଦୋକାନ ପଛ ପାଖରେ ଏକ ପରିତ୍ୟକ୍ତ ବ୍ୟାଗ୍‌ରେ ଏହି ବୋମାଗୁଡ଼ିକ ଥିଲା। ଦୀର୍ଘ ସମୟ ଧରି ବ୍ୟାଗଟି ସନ୍ଦେହଜନକ ଭାବେ ପଡ଼ି […]

bomb

bomb

Rakesh Mallick
  • Published: Friday, 04 March 2016
  • Updated: 04 March 2016, 11:47 AM IST

bombପୁରୀ: ପୁରୀ ଗୁଣ୍ଡିଚା ମନ୍ଦିର ନିକଟରୁ ଶୁକ୍ରବାର ୪ଟି ବୋମା ଉଦ୍ଧାର କରାଯାଇଛି। ଉଦ୍ଧାର କରାଯିବା ପରେ ବୋମାଗୁଡ଼ିକୁ ନିଷ୍କ୍ରିୟ କରି ଦିଆଯାଇଛି। କିଏ ଏହି ବୋମାଗୁଡ଼ିକୁ ସେଠାରେ ରଖିଥିଲା, ତାହା ଜଣାପଡ଼ି ନାହିଁ। କୁମ୍ଭାରପଡ଼ା ପୋଲିସ୍ ଘଟଣାର ତଦନ୍ତ କରୁଛି।

ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରଠାରୁ ମାତ୍ର ୩୦ ମିଟର ଦୂରରେ ଏକ ଦୋକାନ ପଛ ପାଖରେ ଏକ ପରିତ୍ୟକ୍ତ ବ୍ୟାଗ୍‌ରେ ଏହି ବୋମାଗୁଡ଼ିକ ଥିଲା। ଦୀର୍ଘ ସମୟ ଧରି ବ୍ୟାଗଟି ସନ୍ଦେହଜନକ ଭାବେ ପଡ଼ି ରହିଥିବା ଦେଖି ଦୋକାନୀ ଜଣଙ୍କ କୁମ୍ଭାରପଡ଼ା ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟାଗଟିକୁ ଅନୁଧ୍ୟାନ କରିବା ପରେ ବୋମା ଥିବା ସନ୍ଦେହ କରି ବୋମା ନିଷ୍କ୍ରିୟକାରୀ ଟିମ୍‌କୁ ଡକାଇଥିଲା। ବୋମା ନିଷ୍କ୍ରିୟକାରୀ ଟିମ୍ ଉକ୍ତ ପରିତ୍ୟକ୍ତ ବ୍ୟାଗ୍ ଭିତରୁ ୪ଟି ବୋମା ଉଦ୍ଧାର କରିଥିଲା। ବୋମାଗୁଡ଼ିକ ଜର୍ଦ୍ଦା ଡବା ଭିତରେ ରଖାଯାଇଥିଲା। ଉଦ୍ଧାର କରାଯିବା ପରେ ବୋମାଗୁଡ଼ିକୁ ନିଷ୍କ୍ରିୟ କରି ଦିଆଯାଇଥିଲା।

କୁମ୍ଭାରପଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ କହିଛନ୍ତି, “ ଜଣେ ଦୋକାନୀ ଖବର ଦେଲେ ଯେ ତାଙ୍କ ଦୋକାନ ପଛରେ ଏକ ବ୍ୟାଗ ଦୀର୍ଘ ସମୟ ହେଲା ପଡ଼ି ରହିଛି। ବ୍ୟାଗ୍‌ଟିକୁ କେହି ନେଉ ନାହାନ୍ତି। ଆମେ ଆସିକି ବ୍ୟାଗଟିକୁ ଦେଖିଲୁ। ବ୍ୟାଗ ଭିତରେ ସୂତୁଲି ବନ୍ଧା ହୋଇ କିଛି ଜିନିଷ ରଖାଯାଇଥିବା ଦେଖିବାକୁ ପାଇଲୁ। ତେଣୁ ବୋମା ଥିବା ସନ୍ଦେହରେ ବୋମା ନିଷ୍କ୍ରିୟକାରୀ ଟିମ୍‌କୁ ଡକାଇଲୁ। ଏ ଘଟଣା ନେଇ ଅଧିକ ତଦନ୍ତ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story