ପୁରୀ: ଅଧରପଣା ନୀତି ବେଳେ ସେବାୟତଙ୍କ ବିଶୃଙ୍ଖଳିତ ଆଚରଣକୁ ନେଇ ଭକ୍ତ ଅସନ୍ତୋଷ

ପୁରୀ: ଶ୍ରୀଜୀଉ ଅଧରପଣା ନୀତି ବେଳେ ସେବାୟତଙ୍କ ବିଶୃଙ୍ଖଳିତ ଆଚରଣକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ଶ୍ରୀକ୍ଷେତ୍ରରେ ତିନି ରଥର ପାର୍ଶ୍ୱ ଦେବାଦେବୀ, ଚଣ୍ଡି ଓ ଚାମୁଣ୍ଡାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା। ତିନି ଦିଅଁଙ୍କ ଆଗରେ  ତିନୋଟି  କରି ମୋଟ୍‌ ୯ଟି ତମ୍ୱୁ ଆକୃତିର ମାଟି ପାତ୍ରରେ ଅଧରପଣା ପ୍ରସ୍ତୁତ କରି ରଖା ଯାଇଥିଲା। ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କୁ ଅର୍ପଣ ପରେ ପଣା ହାଣ୍ଡିକୁ ରଥ ଉପରେ […]

rath

rath

Rakesh Mallick
  • Published: Sunday, 17 July 2016
  • Updated: 17 July 2016, 09:10 AM IST

Sports

Latest News

ପୁରୀ: ଶ୍ରୀଜୀଉ ଅଧରପଣା ନୀତି ବେଳେ ସେବାୟତଙ୍କ ବିଶୃଙ୍ଖଳିତ ଆଚରଣକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ଶ୍ରୀକ୍ଷେତ୍ରରେ ତିନି ରଥର ପାର୍ଶ୍ୱ ଦେବାଦେବୀ, ଚଣ୍ଡି ଓ ଚାମୁଣ୍ଡାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା। ତିନି ଦିଅଁଙ୍କ ଆଗରେ  ତିନୋଟି  କରି ମୋଟ୍‌ ୯ଟି ତମ୍ୱୁ ଆକୃତିର ମାଟି ପାତ୍ରରେ ଅଧରପଣା ପ୍ରସ୍ତୁତ କରି ରଖା ଯାଇଥିଲା। ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କୁ ଅର୍ପଣ ପରେ ପଣା ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥାଏ। ତେବେ ଶ୍ରୀଜୀଉଙ୍କ ଅନନ୍ୟ ନୀତି ବେଳେ ପଣା ସଂଗ୍ରହ ଲାଗି ରଥରେ ଥିବା ସେବାୟତମାନଙ୍କ ବିଶୃଙ୍ଖଳିତ ଆଚରଣ ଉପସ୍ଥିତ ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏହି ପଣା କେହି ପ୍ରସାଦ ଆକାରରେ ପାଇବାର ନିୟମ ନ ଥିବା ବେଳେ କିଛି ସେବାୟତ ହାଣ୍ଡି ଭଙ୍ଗାଯିବା ପୂର୍ବରୁ ପଣା ବିଭିନ୍ନ ପାତ୍ରରେ ନେଇ ଯାଉଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story