ପୁରୀ: ବାଲୁକା କଳା ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସ ଶୁଭେଚ୍ଛା

ପୁରୀ: ଉତ୍କଳ ଦିବସ ଅବସରରେ ପୁରୀ ଲାଇଟ୍ ହାଉସ୍‌ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ବାଲୁକା ଶିଳ୍ପୀ ମାନସ ସାହୁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ କଳାକୃତିରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ସ୍ଥାନ ଦେଇଛନ୍ତି। ଏଥିରେ ଓଡ଼ିଶା ମାନଚିତ୍ର, ଶ୍ରୀମନ୍ଦିର, କୋଣାର୍କର କାରୁକାର୍ଯ୍ୟ ସହ ମା’ ସମଲେଇଙ୍କ ପ୍ରତିମୂର୍ତ୍ତି ରହିଛି। ଏହାସହ ଓଡ଼ିଶାର ବରପୁତ୍ରମାନଙ୍କ ମଧ୍ୟ ସେ ଏଥିରେ ସ୍ଥାନ ଦେଇଛନ୍ତି। ପ୍ରାୟ ୧୦ ଟନ୍ ବାଲିରେ ୧୫ ଫୁଟ୍‌ ଓସାରର ଏହି ବାଲୁକା […]

odisha

odisha

Rakesh Mallick
  • Published: Friday, 01 April 2016
  • Updated: 01 April 2016, 03:14 AM IST

Sports

Latest News

odishaପୁରୀ: ଉତ୍କଳ ଦିବସ ଅବସରରେ ପୁରୀ ଲାଇଟ୍ ହାଉସ୍‌ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ବାଲୁକା ଶିଳ୍ପୀ ମାନସ ସାହୁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ କଳାକୃତିରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ସ୍ଥାନ ଦେଇଛନ୍ତି। ଏଥିରେ ଓଡ଼ିଶା ମାନଚିତ୍ର, ଶ୍ରୀମନ୍ଦିର, କୋଣାର୍କର କାରୁକାର୍ଯ୍ୟ ସହ ମା’ ସମଲେଇଙ୍କ ପ୍ରତିମୂର୍ତ୍ତି ରହିଛି। ଏହାସହ ଓଡ଼ିଶାର ବରପୁତ୍ରମାନଙ୍କ ମଧ୍ୟ ସେ ଏଥିରେ ସ୍ଥାନ ଦେଇଛନ୍ତି। ପ୍ରାୟ ୧୦ ଟନ୍ ବାଲିରେ ୧୫ ଫୁଟ୍‌ ଓସାରର ଏହି ବାଲୁକା କଳା କରାଯାଇଛି।

ଆଜିର ଦିନ କିପରି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ କେତେ ମହତ୍ୱ ତାହା ତାଙ୍କ କଳା ମାଧ୍ୟମରେ ବାର୍ତ୍ତା ଦେବାକୁ ସେ ଚେଷ୍ଟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos