ଆଜିଠାରୁ ପୁରୀ ବିଚ୍‌ କାର୍ଣ୍ଣିଭାଲ

ପୁରୀ: ପୁରୀ ବେଳାଭୁମିରେ ଆଜିଠୁ ବିଚ୍‌ କାର୍ଣ୍ଣିଭାଲ ହୋଇଛି। ପାରମ୍ପରିକ ନୃତ୍ୟଗୀତର ତାଳେ ତାଳେ ଗୁଣ୍ଡିଚା ମନ୍ଦିରଠାରୁ ଦିଗବାରେଣୀ ଖୁଣ୍ଟି ପର୍ଯ୍ୟନ୍ତ ଶୋଭାଯାତ୍ରା ପରିକ୍ରମା କରିଥିଲା। ଏଥିସହ ପ୍ରତିଦିନ ବିଚ୍‌ ଯୋଗ, ଏରୋବିକ୍ସ, ବିଚ୍‌ ଭଲିବଲ, ସାଇକେଲିଂ ସହିତ ଅନେକ ଆଡଭେନ୍‌ଚରସ୍‌ ସ୍କୋର୍ଟସ କରାଯିବ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବଲିଉଡ ଅଭିନେତା ଗୋବିନ୍ଦା ପୁରୀ ବିଚ୍‌ ଫେଷ୍ଟିଭାଲର ବ୍ରାଣ୍ଡ ଆମ୍ବାସଡ଼ର ରହିଛନ୍ତି। ଆସନ୍ତା ୨୬ ତାରିଖରେ ଗୋବିନ୍ଦା ପୁରୀ ଆସିବେ। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ […]

puri

puri

Rakesh Mallick
  • Published: Friday, 20 January 2017
  • Updated: 20 January 2017, 07:02 PM IST

Sports

Latest News

ପୁରୀ: ପୁରୀ ବେଳାଭୁମିରେ ଆଜିଠୁ ବିଚ୍‌ କାର୍ଣ୍ଣିଭାଲ ହୋଇଛି। ପାରମ୍ପରିକ ନୃତ୍ୟଗୀତର ତାଳେ ତାଳେ ଗୁଣ୍ଡିଚା ମନ୍ଦିରଠାରୁ ଦିଗବାରେଣୀ ଖୁଣ୍ଟି ପର୍ଯ୍ୟନ୍ତ ଶୋଭାଯାତ୍ରା ପରିକ୍ରମା କରିଥିଲା। ଏଥିସହ ପ୍ରତିଦିନ ବିଚ୍‌ ଯୋଗ, ଏରୋବିକ୍ସ, ବିଚ୍‌ ଭଲିବଲ, ସାଇକେଲିଂ ସହିତ ଅନେକ ଆଡଭେନ୍‌ଚରସ୍‌ ସ୍କୋର୍ଟସ କରାଯିବ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ବଲିଉଡ ଅଭିନେତା ଗୋବିନ୍ଦା ପୁରୀ ବିଚ୍‌ ଫେଷ୍ଟିଭାଲର ବ୍ରାଣ୍ଡ ଆମ୍ବାସଡ଼ର ରହିଛନ୍ତି। ଆସନ୍ତା ୨୬ ତାରିଖରେ ଗୋବିନ୍ଦା ପୁରୀ ଆସିବେ।

ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଏହା ଆୟୋଜନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story