ଶାରଦୀୟ ପୂଜା ଅବସରରେ ପୁରୀ ବେଳାଭୂମିରେ ମାନସ ସାହୁଙ୍କ ବାଲୁକା କଳା

ପୁରୀ: ଦୁର୍ଗତି ନାଶିନୀ ମା’ ଦୁର୍ଗାଙ୍କ ପୂଜା ଲାଗି ଉତ୍ସବ ମୁଖର ସାରା ପରିବେଶ। ଏହି ଅବସରରେ ପୁରୀ ବେଳାଭୂମିରେ ସ୍ୟାଣ୍ଡ୍‌ ଆନିମେଟର ମାନସ ସାହୁ ମା’ ଦୁର୍ଗାଙ୍କ ଭିନ୍ନ ଏକ ବାଲୁକା ମୂର୍ତ୍ତୀ ନିର୍ମାଣ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବାଲିରେ ମାନସ ଏହି ମୂର୍ତ୍ତୀ ନିର୍ମାଣ କରିଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ଯବାନମାନେ ଶହୀଦ ହୋଇଛନ୍ତି ଓ ପରବର୍ତ୍ତୀ ସମୟରେ ସର୍ଜିକାଲ ଷ୍ଟ୍ରାଇକରେ ଆମର ଯବାନମାନେ ଆତଙ୍କବାଦୀଙ୍କ ସଂହାର କରିଛନ୍ତି। ତେଣୁ ପ୍ରତ୍ୟେକ ସମୟରେ ମା’ […]

puri

puri

Rakesh Mallick
  • Published: Sunday, 09 October 2016
  • Updated: 09 October 2016, 10:20 AM IST

Sports

Latest News

puriପୁରୀ: ଦୁର୍ଗତି ନାଶିନୀ ମା’ ଦୁର୍ଗାଙ୍କ ପୂଜା ଲାଗି ଉତ୍ସବ ମୁଖର ସାରା ପରିବେଶ। ଏହି ଅବସରରେ ପୁରୀ ବେଳାଭୂମିରେ ସ୍ୟାଣ୍ଡ୍‌ ଆନିମେଟର ମାନସ ସାହୁ ମା’ ଦୁର୍ଗାଙ୍କ ଭିନ୍ନ ଏକ ବାଲୁକା ମୂର୍ତ୍ତୀ ନିର୍ମାଣ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବାଲିରେ ମାନସ ଏହି ମୂର୍ତ୍ତୀ ନିର୍ମାଣ କରିଛନ୍ତି।

ଆତଙ୍କବାଦୀଙ୍କ ଆକ୍ରମଣରେ ଯବାନମାନେ ଶହୀଦ ହୋଇଛନ୍ତି ଓ ପରବର୍ତ୍ତୀ ସମୟରେ ସର୍ଜିକାଲ ଷ୍ଟ୍ରାଇକରେ ଆମର ଯବାନମାନେ ଆତଙ୍କବାଦୀଙ୍କ ସଂହାର କରିଛନ୍ତି। ତେଣୁ ପ୍ରତ୍ୟେକ ସମୟରେ ମା’ ଦୁର୍ଗା ଅଧର୍ମର ନାଶ ପାଇଁ ଯବାନମାନଙ୍କୁ ସହାୟ ହୋଇଛନ୍ତି ବୋଲି ମାନସ ସାହୁ ବାଲୁକା କଳାରେ ପ୍ରଦର୍ଶନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story