ପୋଲିସ ଉପରକୁ ଅଣ୍ଡାମାଡ଼; ଚନ୍ଦନପୁରରେ ପୋଲିସ-ପବ୍ଲିକ ମୁହାଁମୁହିଁ

ପୁରୀ: ପୋଲିସ ଉପରକୁ ଅଣ୍ଡା ଓ ପଇଡ଼ ମାଡ଼। ରାସ୍ତା ହଟାଇବାକୁ ଯାଇଥିବା ପୋଲିସ୍‌ ଉପରେ ଏହି ଅଣ୍ଡା ମାଡ଼ ହୋଇଛି। ଅଣ୍ଡା ଏସ୍‌ଡିପିଓଙ୍କ ଦେହରେ ବାଜିଥିବା ଦେଖିବାକୁ ମିଳିଛି। ଚନ୍ଦନପୁର କୋଟକଣା ଗାଁରେ ପଲ୍ଲିସଭା ଗଣ୍ଡଗୋଳରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ମୃତଦେହକୁ ଧରି ଲୁଲୁ ସେନାର ସମର୍ଥକମାନେ ସମଯାଜପୁଠାରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଖବର ପାଇ ପୋଲିସ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରିଥିଲା। ମାତ୍ର […]

lulu sana attack

lulu sana attack

Rakesh Mallick
  • Published: Wednesday, 17 May 2017
  • Updated: 17 May 2017, 06:27 PM IST

ପୁରୀ: ପୋଲିସ ଉପରକୁ ଅଣ୍ଡା ଓ ପଇଡ଼ ମାଡ଼। ରାସ୍ତା ହଟାଇବାକୁ ଯାଇଥିବା ପୋଲିସ୍‌ ଉପରେ ଏହି ଅଣ୍ଡା ମାଡ଼ ହୋଇଛି। ଅଣ୍ଡା ଏସ୍‌ଡିପିଓଙ୍କ ଦେହରେ ବାଜିଥିବା ଦେଖିବାକୁ ମିଳିଛି।

ଚନ୍ଦନପୁର କୋଟକଣା ଗାଁରେ ପଲ୍ଲିସଭା ଗଣ୍ଡଗୋଳରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ମୃତଦେହକୁ ଧରି ଲୁଲୁ ସେନାର ସମର୍ଥକମାନେ ସମଯାଜପୁଠାରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଖବର ପାଇ ପୋଲିସ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରିଥିଲା। ମାତ୍ର ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜନା ପ୍ରଶମିତ କରିବାକୁ ଆସିଥିବା ଏସ୍‌ଡିପିଓ ଆନ୍ଦୋଳନକାରୀଙ୍କ ଅଣ୍ଡା ଓ ପଇଡ଼ ମାଡ଼ରୁ ବର୍ତ୍ତି ପାରିନଥିଲେ। ଅଣ୍ଡା ଏସ୍‌ଡିପିଓଙ୍କ ଦେହରେ ବାଜିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos