ମହାପ୍ରୟାଣ ଗାଡ଼ି ଦେଲେନି, ଟ୍ରଲିରେ ବୁହା ହେଲା ଶବ

ପୁରୀ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ଗତକାଲି ବିଳମ୍ବିତ ରାତିରେ ପୁରୀ ବାଲିସାହି ଅଞ୍ଚଳର ଧନୀ ସାହୁଙ୍କ ଝିଅ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଧନୀ ସାହୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ନ ଆସିବାରୁ  ସେ ମାଳତୀପାଟପୁରରୁ ଟ୍ରଲିରେ ଝିଅକୁ ବୋହି ପୁରୀ ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଝିଅର ମୃତ୍ୟୁ ହୋଇଥିଲା। ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ଥାଇ […]

puri

puri

Rakesh Mallick
  • Published: Sunday, 02 July 2017
  • Updated: 02 July 2017, 11:00 PM IST

Sports

Latest News

ପୁରୀ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ଗତକାଲି ବିଳମ୍ବିତ ରାତିରେ ପୁରୀ ବାଲିସାହି ଅଞ୍ଚଳର ଧନୀ ସାହୁଙ୍କ ଝିଅ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଧନୀ ସାହୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ନ ଆସିବାରୁ  ସେ ମାଳତୀପାଟପୁରରୁ ଟ୍ରଲିରେ ଝିଅକୁ ବୋହି ପୁରୀ ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଝିଅର ମୃତ୍ୟୁ ହୋଇଥିଲା।

ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ଥାଇ ମଧ୍ୟ ମୃତଦେହ ନ ନେବାରୁ  ଧନୀ ବାଧ୍ୟ ହୋଇ ଝିଅର ଶବକୁ ପୁଣି  ଟ୍ରଲିରେ ବଦଦାଣ୍ଡ ଦେଇ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ନେଇଥିଲେ।

ତେବେ ଏନେଇ  ଉପଜିଲ୍ଲାପାଳ କହିଛନ୍ତି, “କେଉଁଠି ଭୁଲ୍ ରହିଲା ଏ ଦିଗ ଉପରେ ତଦନ୍ତ କରାଯିବ। ଏହାସହିତ ତାଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story