ଏମ୍‌ଆର ମଠରେ ୭ ଦୋକାନ ସିଲ୍‌

ପୁରୀ: ପୁରୀ ସିଂହଦ୍ୱାର ସମ୍ମୁଖ ଏମାର ମଠ ତଳେ ଥିବା ୭ଟି ଖଜା ଦୋକାନକୁ ଆଜି ପ୍ରଶାସନ ସିଲ୍‌ କରିଛି। ଏହାକୁ ନେଇ ଦୋକାନୀ ଓ ପ୍ରଶାସନିକ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। ସିଲ୍‌ ସମୟରେ ଉପରିସ୍ଥିତ ଥିବା ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ପରିଡ଼ା, ତହସିଲଦାର, ପୁରୀ ପୌରସଂସ୍ଥା ଏଭିକେସନ ଅଫିସର, ସିଟି ଡିଏସ୍‌ପି ପ୍ରମୁଖ ଦୋକାନୀମାନଙ୍କୁ ନିୟମ ଉଲ୍ଲଂଘନ ସମ୍ପର୍କରେ ବୁଝାଇଥିଲେ। ଏମାର ମଠ ତଳୁ ଦୋକାନ ଉଚ୍ଛେଦ ପାଇଁ କୌଣସି ନୋଟିସ୍‌ କରାଯାଇଛି ବୋଲି […]

emar-math

emar-math

Rakesh Mallick
  • Published: Friday, 23 December 2016
  • Updated: 23 December 2016, 05:23 PM IST

Sports

Latest News

ପୁରୀ: ପୁରୀ ସିଂହଦ୍ୱାର ସମ୍ମୁଖ ଏମାର ମଠ ତଳେ ଥିବା ୭ଟି ଖଜା ଦୋକାନକୁ ଆଜି ପ୍ରଶାସନ ସିଲ୍‌ କରିଛି। ଏହାକୁ ନେଇ ଦୋକାନୀ ଓ ପ୍ରଶାସନିକ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। ସିଲ୍‌ ସମୟରେ ଉପରିସ୍ଥିତ ଥିବା ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ପରିଡ଼ା, ତହସିଲଦାର, ପୁରୀ ପୌରସଂସ୍ଥା ଏଭିକେସନ ଅଫିସର, ସିଟି ଡିଏସ୍‌ପି ପ୍ରମୁଖ ଦୋକାନୀମାନଙ୍କୁ ନିୟମ ଉଲ୍ଲଂଘନ ସମ୍ପର୍କରେ ବୁଝାଇଥିଲେ।

ଏମାର ମଠ ତଳୁ ଦୋକାନ ଉଚ୍ଛେଦ ପାଇଁ କୌଣସି ନୋଟିସ୍‌ କରାଯାଇଛି ବୋଲି ଦୋକାନୀମାନେ ଅଭିଯୋଗ କରିଥିବାବେଳେ ପିକେଡିଏ ସେକ୍ରେଟାରି ଦିଲ୍ଲୀପ କୁମାର ପରିଡ଼ା ଏହାକୁ ଖଣ୍ଡନ କରିଥିଲେ। ସେ କହିଥିଲେ,“ସିଲ୍‌ ପାଇଁ ପୂର୍ବରୁ ଏମାର ମଠକୁ ନୋଟିସ୍‌ ଜାରି କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos