ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଆଇନ୍ ଅନୁସାରେ ଉଚ୍ଛେଦ କର, DGPS ମାର୍କିଂ ଦେଖି ଲୋକେ ଛାନିଆ

ପୁରୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଉଦ୍ଦେଶ୍ୟ ଯେତେ ମହତ ହେଉନା କାହିଁକି, ଆଇନ୍ ଅନୁସାରେ କର ଉଚ୍ଛେଦ ଅଭିଯାନ।ଶ୍ରୀମନ୍ଦିର ସଂସ୍କାର ମାମଲାରେ ଶୁଣାଣି କରି ଆଜି ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଖାଲି ସେତିକି ନୁହେଁ, ଏଥିରେ ସଂପୃକ୍ତ ସମସ୍ତ ପକ୍ଷଙ୍କୁ ଶୁଣିବାକୁ ବି ଆଡ଼ଭୋକେଟ୍ ଜେନେରାଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ କୋର୍ଟଙ୍କୁ ଅଧିକ ୨ ସପ୍ତାହ ସମୟ ମାଗିଛନ୍ତି ଆମିକସ୍‌କ୍ୟୁରୀ। ଏପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର […]

643

643

Tapas Behera
  • Published: Tuesday, 17 September 2019
  • Updated: 17 September 2019, 08:15 PM IST

Sports

Latest News

ପୁରୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଉଦ୍ଦେଶ୍ୟ ଯେତେ ମହତ ହେଉନା କାହିଁକି, ଆଇନ୍ ଅନୁସାରେ କର ଉଚ୍ଛେଦ ଅଭିଯାନ।ଶ୍ରୀମନ୍ଦିର ସଂସ୍କାର ମାମଲାରେ ଶୁଣାଣି କରି ଆଜି ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଖାଲି ସେତିକି ନୁହେଁ, ଏଥିରେ ସଂପୃକ୍ତ ସମସ୍ତ ପକ୍ଷଙ୍କୁ ଶୁଣିବାକୁ ବି ଆଡ଼ଭୋକେଟ୍ ଜେନେରାଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ କୋର୍ଟଙ୍କୁ ଅଧିକ ୨ ସପ୍ତାହ ସମୟ ମାଗିଛନ୍ତି ଆମିକସ୍‌କ୍ୟୁରୀ। ଏପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ପରିଧିରେ DGPS ଯନ୍ତ୍ର ସାହାଯ୍ୟରେ ଚାଲିଥିବା ମାର୍କିଂ ଦେଖି ଲୋକେ ଛାନିଆ ହୋଇପଡ଼ିଛନ୍ତି।

ରାଜ୍ୟ ସରକାରଙ୍କର ଉଦ୍ଦେଶ୍ୟ ଯେତେ ମହତ ଥିଲେ ବି ସବୁ ଆଇନ ସଂଗତ ହେବା ଉଚିତ୍ ବୋଲି ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ଅରୁଣ ମିଶ୍ର କହିଛନ୍ତି। ଜମି ଅଧିଗ୍ରହଣ ପୂର୍ବରୁ ସବୁ ପକ୍ଷଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ ଆଡଭୋକେଟ୍ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚକୋର୍ଟ।

ତେବେ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ବିକାଶ ସଂପର୍କିତ ରିପୋର୍ଟ ପ୍ରଦାନ କରିବାକୁ ଆଉ ଅଧିକ ୨ ସପ୍ତାହ ମହତଲ ମାଗିଛନ୍ତି ଆମିକସ୍‌କ୍ୟୁରି ରଂଜିତ୍ କୁମାର। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩ ତାରିଖକୁ ସ୍ଥିର ହୋଇଥିବାବେଳେ ବରିଷ୍ଠ ସେବାୟତ ଆଗେ ଥଇଥାନ ଓ ପରେ ଉଚ୍ଛେଦ କଥା ଦୋହରାଇଛନ୍ତି।

ଏପଟେ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ପରିଧିର ଜୋରସରରେ ଚାଲିଛି  ମାପଚୂପ। ଆଉ ଟେପ୍ ନୁହେଁ ଅତ୍ୟାଧୁନିକ DGPS ଯନ୍ତ୍ର ସାହାଯ୍ୟରେ ଚାଲିଛି ମାର୍କିଂ। ପ୍ରଥମେ ଦୋଳମଣ୍ଡପ ସାହିରେ ଚିହ୍ନ ଦିଆ କାମ ସାରିବା ପରେ ଦକ୍ଷିଣ ଓ ଉତ୍ତର ଦ୍ୱାର ପଟେ ବି ହୋଇଛି ମାପଚୂପ।  ଯଦିଓ କେଉଁ ସବୁ ଘର ଚୌହଦି ଭିତରେ ଆସୁଛି ସେ ନେଇ ପ୍ରଶାସନ ସ୍ପଷ୍ଟ ଭାବେ ଜଣାଇନି। ତେବେ ଶ୍ରୀମନ୍ଦିର କଡ଼ରେ ପୁରୁଷ ପୁରୁଷ ଧରି ବାସ ଓ ବେଉସା କରି ଆସୁଥିବା ଲୋକଙ୍କ ନିଦ ହଜି ଯାଇଛି।

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଥିବା କେବଳ ମଠ ବାଡ଼ିକୁ ଧରାଶାୟୀ କରାଯାଉନି, ପ୍ରାୟ ୭ଶହ ପରିବାରର ଭିଟ୍ଟାମାଟି ସହ ସେମାନଙ୍କ ବେଉସା ମଧ୍ୟ ବିପଦରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story