ଜଗମୋହନ ମରାମତି ଘଟଣା: ଦକ୍ଷିଣ ଦ୍ୱାରରେ ପହଞ୍ଚିଲା ଷ୍ଟିଲ୍‌ ବକ୍ସ ଫ୍ରେମ୍‌

ପୁରୀ: ଶ୍ରୀମନ୍ଦିର ଜଗମୋହନର ସ୍ଥାୟୀ ସୁରକ୍ଷା ପାଇଁ ପୋଟାଲ୍‌ ଷ୍ଟିଲ୍‌ ବକ୍ସ ଫ୍ରେମ୍‌ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଷ୍ଟିଲ୍‌ ବକ୍ସ ଫ୍ରେମ୍‌ ଶ୍ରୀମନ୍ଦିର ପକ୍ଷିଣ ଦ୍ୱାରରେ ପହଞ୍ଚିଛି। ଭଣ୍ଡାର ଘର ପାର୍ଶ୍ୱ ପିଲାରକୁ ସୁରକ୍ଷା ଦେବା ପାଇଁ ଷ୍ଟିଲ୍‌ ପିଲାର ସହ ଦୁଇଟି ବିମ୍‌ ପାଇଁ ଷ୍ଟିଲ୍‌ ଆସିଛି। ଏହାକୁ ଭିତରକୁ ନିଆଯାଇ ଟ୍ରାଏଲ୍‌ କରାଯିବ ବୋଲି ଫାବ୍ରିକେସନ୍‌ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି। ଏହି ଷ୍ଟିଲ୍‌ ଫ୍ରେମ୍‌ ପଥର ପିଲାରକୁ […]

puri_jagannath_temple

puri_jagannath_temple

Rakesh Mallick
  • Published: Sunday, 02 April 2017
  • Updated: 02 April 2017, 07:52 PM IST

Sports

Latest News

ପୁରୀ: ଶ୍ରୀମନ୍ଦିର ଜଗମୋହନର ସ୍ଥାୟୀ ସୁରକ୍ଷା ପାଇଁ ପୋଟାଲ୍‌ ଷ୍ଟିଲ୍‌ ବକ୍ସ ଫ୍ରେମ୍‌ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଷ୍ଟିଲ୍‌ ବକ୍ସ ଫ୍ରେମ୍‌ ଶ୍ରୀମନ୍ଦିର ପକ୍ଷିଣ ଦ୍ୱାରରେ ପହଞ୍ଚିଛି। ଭଣ୍ଡାର ଘର ପାର୍ଶ୍ୱ ପିଲାରକୁ ସୁରକ୍ଷା ଦେବା ପାଇଁ ଷ୍ଟିଲ୍‌ ପିଲାର ସହ ଦୁଇଟି ବିମ୍‌ ପାଇଁ ଷ୍ଟିଲ୍‌ ଆସିଛି। ଏହାକୁ ଭିତରକୁ ନିଆଯାଇ ଟ୍ରାଏଲ୍‌ କରାଯିବ ବୋଲି ଫାବ୍ରିକେସନ୍‌ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି। ଏହି ଷ୍ଟିଲ୍‌ ଫ୍ରେମ୍‌ ପଥର ପିଲାରକୁ ସୁରକ୍ଷା ଦେବ। ଷ୍ଟିଲ୍‌ ବକ୍ସ ଫ୍ରେମ୍‌ର ଲମ୍ୱ ହେଉଛି ୯ ମିଟର, ଓସାର ୬୦୦ ଏମ୍‌ଏମ୍‌, ମୋଟେଇ ୨୫୦ ଏମ୍‌ଏମ୍‌ ଓ ଓଜନ ୨.୫ ଟନ୍‌ ରହିଛି।

ଗତ ୩୧ ତାରିଖରେ ଆସିଥିବା ପ୍ରଥମ ପର୍ଯ୍ୟାୟ ଷ୍ଟିଲ୍‌ ବକ୍ସଫ୍ରେମ୍‌ ଫାବ୍ରିକେସନ୍‌ର ବେସ୍‌ ପ୍ଲେଟ୍‌ ଉପରେ ଟ୍ରାଏଲ କରାଯାଇ ସାରିଛି। ବିଶେଷ କରି ଗର୍ଭଦ୍ୱାର ଓ ନାଟ ମଣ୍ଡପ ପାର୍ଶ୍ୱ ପିଲାରକୁ ସୁରକ୍ଷା ଦେବା ପାଇଁ ଏହାର ଟ୍ରାଏଲ ସରିଛି। ପରବର୍ତ୍ତୀ ସମୟରେ ଅନ୍ୟ ବକ୍ସ ଫ୍ରେମ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story