ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ନେଇ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନ ବିଭାଗ ପକ୍ଷରୁ ୧୦ ଜଣିଆ ସଦସ୍ୟ ତାଲିକା ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ସିଦ୍ଧେଶ୍ୱର ମହାପାତ୍ର, ମାଧବ ପୂଜାପଣ୍ଡା, ନୀଳକଣ୍ଠ ମହାପାତ୍ର, ମାଧବଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି, ରାମ ଦାସ ମହାପାତ୍ର, ସଚ୍ଚିଦାନନ୍ଦ ଦାସ ମହାରାଜ, ବିଜୟ ସାହୁ, ରଘୁନାଥ ମହାପାତ୍ର ଓ ମହିମୋହନ ତ୍ରିପାଠୀ ସଦସ୍ୟ ଅଛନ୍ତି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପରିଚାଳନା […]

sri-jagannatha-temple

sri-jagannatha-temple

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 08:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନ ବିଭାଗ ପକ୍ଷରୁ ୧୦ ଜଣିଆ ସଦସ୍ୟ ତାଲିକା ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ସିଦ୍ଧେଶ୍ୱର ମହାପାତ୍ର, ମାଧବ ପୂଜାପଣ୍ଡା, ନୀଳକଣ୍ଠ ମହାପାତ୍ର, ମାଧବଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି, ରାମ ଦାସ ମହାପାତ୍ର, ସଚ୍ଚିଦାନନ୍ଦ ଦାସ ମହାରାଜ, ବିଜୟ ସାହୁ, ରଘୁନାଥ ମହାପାତ୍ର ଓ ମହିମୋହନ ତ୍ରିପାଠୀ ସଦସ୍ୟ ଅଛନ୍ତି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପରିଚାଳନା କମିଟିର ସ୍ଥାୟୀ ସଭାପତି ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos