ପୁରୀ: ଜାନୁଆରୀ ୨୭ରୁ ଆରମ୍ଭ ହେବ ଜଗମୋହନ ମରାମତି କାମ

ପୁରୀ: ଜାନୁଆରୀ୨୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ମରାମତି କାମ। ଶୁକ୍ରବାର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଆସନ୍ତା ୧୩ ତାରିଖରେ ବସିବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କରିବ। ଏହାପରେ ମରାମତି କାମ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗକୁ ଦାୟିତ୍ୱ ଦିଆଯିବ। ପ୍ରାୟ ବର୍ଷେ ଧରି ମରାମତି କାମ ଚାଲିବ। ଏହି ସମୟରେ ଶ୍ରୀମନ୍ଦିର ନୀତି ପରିଚାଳନା ଓ […]

puri

puri

Rakesh Mallick
  • Published: Saturday, 09 January 2016
  • Updated: 09 January 2016, 06:17 PM IST

ପୁରୀ: ଜାନୁଆରୀ୨୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ମରାମତି କାମ। ଶୁକ୍ରବାର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଆସନ୍ତା ୧୩ ତାରିଖରେ ବସିବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କରିବ। ଏହାପରେ ମରାମତି କାମ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗକୁ ଦାୟିତ୍ୱ ଦିଆଯିବ।

ପ୍ରାୟ ବର୍ଷେ ଧରି ମରାମତି କାମ ଚାଲିବ। ଏହି ସମୟରେ ଶ୍ରୀମନ୍ଦିର ନୀତି ପରିଚାଳନା ଓ ମରାମତି କାମକୁ ତଦାରଖ କରିବା ପାଇଁ ଦୁଇଟି କମିଟି ଗଠନ ଲାଗି ନିଷ୍ପତ୍ତି ହୋଇଛି। ମରାମତି ଆରମ୍ଭ ହେବା ପରଠାରୁ ଭକ୍ତ କେବଳ ବାହାରକୋଠା ପାଖରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏହି ସମୟ ଭିତରେ ସାହାଣମେଲା ଓ ପାରମାଣିକ ଦର୍ଶନ ବନ୍ଦ ରହିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story