ପୁରୀ: ଜୁଆ ଆଡ୍ଡା ଉପରେ ଚଢ଼ାଉ, ଜଣେ ବରିଷ୍ଠ ଦଇତାପତିଙ୍କ ସହ ୧୨ ଗିରଫ

puriପୁରୀ: ପୁରୀ ଗୁଣ୍ଡିଚା ମନ୍ଦିର  ଭୋଳାନାଥ ବିଦ୍ୟାପୀଠ ନିକଟ ଏକ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ କୁମ୍ଭାରପଡ଼ା ପୋଲିସ ଚଢ଼ାଉ କରି ୧୨ଜଣଙ୍କୁ ଗିରଫ କରିଛି। ଏଥିସହ ୧ଲକ୍ଷ ୬୯ହଜାର ୨୮୦ ଟଙ୍କା ଜବତ କରାଯାଇଛି। ଏହାସହ ୭ଟି ମୋବାଇଲ ଏବଂ ୮ଟି ମଟର ସାଇକେଲ ଜବତ କରାଯାଇଛି।

ବିଶେଷ ସୁତ୍ରର ଖବର ପାଇ କୁମ୍ଭାରପଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ସଦଳବଳ ଜୁଆ ଆଡ୍ଡ ଉପରେ  ଚଢ଼ାଉ କରିଥିଲେ। ୨ଗୋଟି ତାସରେ ଜୁଆ ଖେଳାଯାଉଥିଲା ବେଳେ ସମସ୍ତଙ୍କୁ ଗିରଫ କରାଯାଇଥିଲା।  ଏଥିରେ ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବାୟତ ରହିଥିବା ବେଳେ କିଛି ଶ୍ରୀମନ୍ଦିର ସେବାୟତ ରହିଥିବା ସୂଚନା ମିଳିଛି। ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜଗନ୍ନାଥ ପ୍ରଧାନ କହିଛନ୍ତି।

ଆହୁରି ପଢ଼ନ୍ତୁ

ହୋଟେଲ୍‌ ଦେଖି ଅଟକିଗଲେ ଆମ୍ୱୁଲାନ୍ସ କର୍ମଚାରୀ! ମଉଳି ଗଲା କଅଁଳ କଢ଼ି

ପୁଲିସ ପାଇଁ ‘ଓଟିଭି’ ବିରୋଧରେ କାହାଣୀ ଲେଖୁଛି କିଏ ?

ଆରୋଗ୍ୟ ହେଲେ ୧୨୩୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ କେତେ ପଢ଼ନ୍ତୁ

ସକ୍ରିୟ କରୋନା ରୋଗୀ: ଗଞ୍ଜାମକୁ ଟପିଲା ଖୋର୍ଦ୍ଧା, ସୁସ୍ଥ ହାର ବି ଚିନ୍ତାଜନକ

କଟକ ଟାଉନ୍‌ରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୦ ଲୋକାଲ୍‌ କେସ୍‌

ଖେଳୁଥିଲେ ଭାଇ ଭଉଣୀ, ହଠାତ୍ ପୋଖରୀରେ ବୁଡି ଚାଲିଗଲେ

ଡକ୍ୟୁମେଣ୍ଟ ମାଗି ରଖିଲାନି ପୁଲିସ, କୋରିଅରରେ ପଠାଇଲା ଓଟିଭି

ଭାଇରାଲ ଅଡ଼ିଓ ଘଟଣାରେ ଗିରଫ ୨ ଜଣଙ୍କୁ ରିମାଣ୍ଡରେ ନେବ ପୁଲିସ

ସବୁ ଥାଇ ନିଶ୍ୱ ସେ , ପାଣି ପାଇପ୍‌ ଭିତରେ କଟୁଛି ଜୀବନ

ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ +2 ବିଜ୍ଞାନ ରେଜଲ୍ଟ

ଗିରଫ ଦୁଇଜଣଙ୍କର ଭୁଲ କ’ଣ : ବୈଜୟନ୍ତ

A, B ଓ C ବର୍ଗରେ ବିଭକ୍ତ ହେଲା ଦୋକାନ, ଗାଇଡଲାଇନ୍ ଜାରି