ମା’ ବିମଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ମା’ ବିମଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ଆଜି ମୁକ୍ତି ମଣ୍ଡପ ପଣ୍ଡିତଙ୍କ ଦ୍ୱାରା ପ୍ରତିଷ୍ଠା ଯଜ୍ଞ କରାଯାଇଛି। ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଧ୍ୱଜାତୋରଣ ପୂଜା, ଶାଳା ଦେବତା ପୂଜନ କରାଯାଇଥିଲା। ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏଥିରେ ଅଂଶଗ୍ରହଣ କରିଥିଲେ। ଯଜ୍ଞରେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ଯୋଗଦେଇଥିବା ବେଳେ ସାଂନ୍ଧ୍ୟ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ […]

puri bemala mandir

puri bemala mandir

Rakesh Mallick
  • Published: Wednesday, 18 January 2017
  • Updated: 18 January 2017, 08:24 PM IST

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ମା’ ବିମଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ଆଜି ମୁକ୍ତି ମଣ୍ଡପ ପଣ୍ଡିତଙ୍କ ଦ୍ୱାରା ପ୍ରତିଷ୍ଠା ଯଜ୍ଞ କରାଯାଇଛି। ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଧ୍ୱଜାତୋରଣ ପୂଜା, ଶାଳା ଦେବତା ପୂଜନ କରାଯାଇଥିଲା। ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏଥିରେ ଅଂଶଗ୍ରହଣ କରିଥିଲେ।

ଯଜ୍ଞରେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ଯୋଗଦେଇଥିବା ବେଳେ ସାଂନ୍ଧ୍ୟ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ଶିବରାଜ ପାଟିଲ ସାମିଲ ହୋଇଥିଲେ।

୩ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡା, ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭଗବତ, ବିଜେପି ରାଷ୍ଟ୍ରୀୟ ସଭାପତି ଅମୀତ ଶାହା ପ୍ରମୁଖ ଯୋଗଦେବେ। ରାଜ୍ୟର ପ୍ରମୁଖ ମନ୍ତ୍ରୀମାନେ ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story