ଦୀପ ନିଆଁରେ ପୋଡି ହୋଇ ମା ଓ ପୁଅ ଆହତ

ପୁରୀ: ଶ୍ରୀମନ୍ଦିରରେ ଦୀପ ନିଆଁ ଲାଗି ମା’ ଓ ପୁଅ ଆହତ ହୋଇଛନ୍ତି। ବାହାର ବେଢ଼ା ଦୀପ ଷ୍ଟାଣ୍ଡରେ ଦୀପ ଲଗାଉଥିବା ବେଳେ ଏପରି ଅଘଟଣ ଘଟିଛି। ଆହତ ମା’ ଓ ପୁଅଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ମା’ ଓ ପୁଅ ଯାଜପୁର ଜିଲ୍ଲା ଅଞ୍ଚଳର ବୋଲି ଜଣାପଡ଼ିଛି।

puri-fire

puri-fire

Rakesh Mallick
  • Published: Monday, 09 January 2017
  • Updated: 09 January 2017, 04:05 PM IST

Sports

Latest News

ପୁରୀ: ଶ୍ରୀମନ୍ଦିରରେ ଦୀପ ନିଆଁ ଲାଗି ମା’ ଓ ପୁଅ ଆହତ ହୋଇଛନ୍ତି। ବାହାର ବେଢ଼ା ଦୀପ ଷ୍ଟାଣ୍ଡରେ ଦୀପ ଲଗାଉଥିବା ବେଳେ ଏପରି ଅଘଟଣ ଘଟିଛି। ଆହତ ମା’ ଓ ପୁଅଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହତ ମା’ ଓ ପୁଅ ଯାଜପୁର ଜିଲ୍ଲା ଅଞ୍ଚଳର ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos