ଦୀପ ନିଆଁରେ ପୋଡି ହୋଇ ମା ଓ ପୁଅ ଆହତ

ପୁରୀ: ଶ୍ରୀମନ୍ଦିରରେ ଦୀପ ନିଆଁ ଲାଗି ମା’ ଓ ପୁଅ ଆହତ ହୋଇଛନ୍ତି। ବାହାର ବେଢ଼ା ଦୀପ ଷ୍ଟାଣ୍ଡରେ ଦୀପ ଲଗାଉଥିବା ବେଳେ ଏପରି ଅଘଟଣ ଘଟିଛି। ଆହତ ମା’ ଓ ପୁଅଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହତ ମା’ ଓ ପୁଅ ଯାଜପୁର ଜିଲ୍ଲା ଅଞ୍ଚଳର ବୋଲି ଜଣାପଡ଼ିଛି।