୨୧ରେ ପୋଲିସ୍‌ ନିକଟରେ ହାଜର ହେବାକୁ ଦାମୋଦର ମହାସୁଆରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସେବାୟତ ଦାମୋଦର ମହାସୁଆରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଅନ୍ୟାଦେଶ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇବ ନାହିଁ ବୋଲି କୋର୍ଟ କହିଛନ୍ତି। ତେବେ ଆସନ୍ତା ୨୧ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଆରମ୍ଭ କରାଯାଇଥିବା ପଳାତକ ଘୋଷଣା ପଦକ୍ଷେପକୁ ଚ୍ୟାଲେଞ୍ଜ କରି ଦାମୋଦର ଦାଏର କରିଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। […]

niladrinije

niladrinije

Rakesh Mallick
  • Published: Friday, 11 November 2016
  • Updated: 11 November 2016, 04:56 PM IST

Sports

Latest News

କଟକ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସେବାୟତ ଦାମୋଦର ମହାସୁଆରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଅନ୍ୟାଦେଶ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇବ ନାହିଁ ବୋଲି କୋର୍ଟ କହିଛନ୍ତି। ତେବେ ଆସନ୍ତା ୨୧ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଆରମ୍ଭ କରାଯାଇଥିବା ପଳାତକ ଘୋଷଣା ପଦକ୍ଷେପକୁ ଚ୍ୟାଲେଞ୍ଜ କରି ଦାମୋଦର ଦାଏର କରିଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ମାମଲାର ଆପୋଷ ସମାଧାନ ପାଇଁ ବରିଷ୍ଠ ଆଇନ୍‌ଜୀବୀଙ୍କୁ ନେଇ ଗଠିତ ଏକ କମିଟି ପୁରୀ ଜିଲ୍ଲାପାଳଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବାର ପ୍ରସ୍ତାବ ରହିଛି। ଆସନ୍ତା ୧୯ ତାରିଖରେ ଏହି କମିଟି ପୁରୀ ଗସ୍ତକରି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲାପାଳ ଓ କମିଟି ମଧ୍ୟରେ ଆଲୋଚନା ପରେ ଏ ନେଇ ଏକ ରିପୋର୍ଟ ଦାଖଲ କରାଯିବ। ଆସନ୍ତା ୨୯ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story