ପୁରୀରେ ଇସ୍କନର ପ୍ରସ୍ତାବିତ ଜଗନ୍ନାଥ ମନ୍ଦିର ପ୍ରସଙ୍ଗ: ହାଇକୋର୍ଟରେ ଇସ୍କନର ଆବେଦନ ଖାରଜ

କଟକ: ପୁରୀରେ ପ୍ରସ୍ତାବିତ ଇସ୍କନ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଇସ୍କନ ପକ୍ଷରୁ ଦାଏର ମାମଲା ହାଇକୋର୍ଟରେ ଖାରଜ ହୋଇଛି। ତା’ସହ ପୁରୀ-କୋଣାର୍କ ଡେଭଲପମେଣ୍ଟ୍ ଅଥରିଟି ବା ପିକେଡିଏ ନିକଟରେ ନିଜର ପକ୍ଷ ରଖିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପୁରୀରେ ଇସ୍କନ ପକ୍ଷରୁ  ମନ୍ଦିର ନିର୍ମାଣକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏହାକୁ ନେଇ ବିବାଦ ଉଠିଥିଲା। ଏହି ପ୍ରସଙ୍ଗରେ ଶୁଣାଣି ପାଇଁ ପିକେଡିଏ ପକ୍ଷରୁ ଇସ୍କନକୁ ନୋଟିସ୍ ଜାରି କରାଯାଇଥିଲା। ପିକେଡିଏର ନୋଟିସ୍ ଜାରି […]

iskon

iskon

Rakesh Mallick
  • Published: Thursday, 25 February 2016
  • Updated: 25 February 2016, 04:41 AM IST

କଟକ: ପୁରୀରେ ପ୍ରସ୍ତାବିତ ଇସ୍କନ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଇସ୍କନ ପକ୍ଷରୁ ଦାଏର ମାମଲା ହାଇକୋର୍ଟରେ ଖାରଜ ହୋଇଛି। ତା’ସହ ପୁରୀ-କୋଣାର୍କ ଡେଭଲପମେଣ୍ଟ୍ ଅଥରିଟି ବା ପିକେଡିଏ ନିକଟରେ ନିଜର ପକ୍ଷ ରଖିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପୁରୀରେ ଇସ୍କନ ପକ୍ଷରୁ  ମନ୍ଦିର ନିର୍ମାଣକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏହାକୁ ନେଇ ବିବାଦ ଉଠିଥିଲା। ଏହି ପ୍ରସଙ୍ଗରେ ଶୁଣାଣି ପାଇଁ ପିକେଡିଏ ପକ୍ଷରୁ ଇସ୍କନକୁ ନୋଟିସ୍ ଜାରି କରାଯାଇଥିଲା। ପିକେଡିଏର ନୋଟିସ୍ ଜାରି କରିବା କ୍ଷମତା ନ ଥିବା ଦର୍ଶାଇ ଇସ୍କନର ପ୍ରୋଡେକଟ୍ ଡିରେକ୍ଟର ବନମାଳି ଦାସ ନୋଟିସ୍ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାରେ ପ୍ରାରମ୍ଭିକ ଶୁଣାଣି ବେଳେ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ମାମଲାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story