ରଥଯାତ୍ରା ପ୍ରସ୍ତୁତି ବୈଠକ: ପରିମଳ ବ୍ୟବସ୍ଥା ସୁଧାରିବାକୁ ହେବ ସ୍ୱତନ୍ତ୍ର ଆକ୍ସନ ପ୍ଲାନ

ପୁରୀ: ଆସନ୍ତା ରଥଯାତ୍ରା ପାଇଁ ଆଜି ପୁରୀରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସହରର ପରିମଳ ବ୍ୟବସ୍ଥାକୁ ନେଉ ଉଦ୍‌ବେଗ ପ୍ରକାଶ କରାଯିବା ସହ ଏହାକୁ ସୁଧାରିବାକୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ୯ ତାରିଖରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହାର ତଦାରଖ କରିବା ପାଇଁ ଏକ ସବ୍‌ କମିଟି ଗଠନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଡ୍ରେନେଜ୍‌ ଓ ସ୍ୱରେଜ ବ୍ୟବସ୍ଥା, ରାସ୍ତାଘାଟ […]

puri

puri

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 03:57 PM IST

Sports

Latest News

ପୁରୀ: ଆସନ୍ତା ରଥଯାତ୍ରା ପାଇଁ ଆଜି ପୁରୀରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସହରର ପରିମଳ ବ୍ୟବସ୍ଥାକୁ ନେଉ ଉଦ୍‌ବେଗ ପ୍ରକାଶ କରାଯିବା ସହ ଏହାକୁ ସୁଧାରିବାକୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ୯ ତାରିଖରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହାର ତଦାରଖ କରିବା ପାଇଁ ଏକ ସବ୍‌ କମିଟି ଗଠନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଡ୍ରେନେଜ୍‌ ଓ ସ୍ୱରେଜ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ଜାତୀୟ ରାଜପଥ ନିର୍ମାଣ, ରଥକାଠ ଯୋଗାଣ, ପାନୀୟଜଳ ଓ ବିଦ୍ୟୁତ୍‌ ଯୋଗାଣ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଡିଆରଡିଏ ସମ୍ମିଳନୀ କକ୍ଷରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନବକଳେବର ଭିତ୍ତିଭୂମି ତଦାରଖ କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତି, ସାଂସଦ ପିନାକୀ ମିଶ୍ର, କେନ୍ଦ୍ରାଞ୍ଚଳ ଆଇଜି ଆର.ପି. କୋଚେଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ଓ ବୁଦ୍ଧିଜୀବି ବୈଠକରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story