ପୁରୀ: ଘୋଷଯାତ୍ରା ପ୍ରସ୍ତୁତି ପାଇଁ ଆଜି ବସିବ ସ୍ୱତନ୍ତ୍ର ସମନ୍ୱୟ ସମୀକ୍ଷା ବୈଠକ

ପୁରୀ: ଶ୍ରୀଜିଉଙ୍କ ଘୋଷଯାତ୍ରା ପ୍ରସ୍ତୁତି ପାଇଁ ଆଜି ସ୍ୱତନ୍ତ୍ର ସମନ୍ୱୟ ସମୀକ୍ଷା ବୈଠକ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଆଜିର ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ସୁରକ୍ଷା ଓ ଗମନାଗମନ ନେଇ ବିଶେଷ ଆଲୋଚନା କରାଯିବ। ପୁରୀ ଗୋପବନ୍ଧୁ ଆୟୁର୍ବେଦିକ କଲେଜ ପରିସରରେ ହେବାକୁ ଥିବା ବୈଠକରେ ବିଭାଗୀୟ ମନ୍ତ୍ରୀ, ସଚିବ, ସେବାୟତ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ୯ଜଣ ବିଜେପି ଓ ୪ ଜଣ କଂଗ୍ରେସ କର୍ମୀଙ୍କୁ ପୋଲିସ୍ ଅଟକ ରଖିଛି।

ଆହୁରି ପଢ଼ନ୍ତୁ

ଅଫିସ୍‌ ଯିବାକୁ ପଡ଼ିବନି, କ୍ଲିକ୍‌ କଲେ ହୋଇଯିବ କାମ

ବୃଦ୍ଧାଙ୍କ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ଅଭିଯୁକ୍ତ

ମାଗିଲେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ହିସାବ: କାମ ଯୋଗାଇଦେବେ ନା, କେବଳ ପ୍ରଚାର

ଘରୋଇ ଲ୍ୟାବ୍‌ରେ ହେବ ଆଣ୍ଟିଜେନ୍‌ ଟେଷ୍ଟ, ଦାମ କେତେ ପଢ଼ନ୍ତୁ

କୋଭିଡ୍‌ ହସ୍ପିଟାଲ୍‌ରୁ ଘରକୁ ଫେରିଲେ ନୀଳଗିରି ବିଧାୟକ

ଗରିବଙ୍କ ‘ଆବାସ’ ଆବେଦନ ପତ୍ରକୁ ପୋଡ଼ି ଦିଆଯାଉଛି: ବିଜେପି

ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଘର ମାଲିକଙ୍କୁ ଜେରା

ଅଗଷ୍ଟ ୧୪ ପର୍ଯ୍ୟନ୍ତ ବଢ଼ିଲା ଆଡମିଶନ ତାରିଖ

ଗଞ୍ଜାମ ସ୍ଥିତି ସଙ୍ଗିନ୍‌: ବ୍ରହ୍ମପୁର ସୀମା ସିଲ୍‌, ୭ ଏନ୍‌ଏସି ଶଟ୍‌ଡାଉନ୍‌

ଏସ୍‌ସିବିରେ ପ୍ଲାଜମା ଥେରାପି ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭଦ୍ରକରେ ଆରମ୍ଭ ହେଲା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ

ଲାଞ୍ଚ ନେଇ ଧରା ପଡିଲେ କନିଷ୍ଠ ଯନ୍ତ୍ରୀ