ପୁରୀରୁ କଟକ-ଭୁବନେଶ୍ୱରକୁ ବସ୍‌ ଚଳାଚଳ ବନ୍ଦ

କଟକର ପୁରୀ ବସ୍‌ ଷ୍ଟାଣ୍ଡରେ କର୍ମଚାରୀଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗରେ ଆଜି ପୁରୀରୁ କଟକ ଓ ଭୁବନେଶ୍ୱରକୁ ବସ୍‌ ଚଳାଚଳ ବନ୍ଦ ରହିଛି। ପୁରୀ ବସ୍‌ କର୍ମଚାରୀମାନେ ଏହି ବନ୍ଦ ଡାକରା ଦେଇଛନ୍ତି। କଟକ ଓ ପୁରୀ ବସ୍‌ ମାଲିକଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ କର୍ମଚାରମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ବସ୍‌ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

puri

puri

Rakesh Mallick
  • Published: Thursday, 30 March 2017
  • Updated: 30 March 2017, 09:40 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story