ଇଣ୍ଡିଆ ଉଇଥ୍‌ ୟୁ...; ବାଲୁକା କଳା ମାଧ୍ୟମରେ ରାୟକୁ ସ୍ୱାଗତ କଲେ ସୁଦର୍ଶନ

ପୁରୀ: ଚୂଡ଼ାନ୍ତ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ପାକିସ୍ତାନରେ ପଣ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ଫାଶି ଦିଆଯାଇପାରିବ ନାହିଁ। ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ଏପରି ରାୟ ଦେବା ପରେ ଭାରତୀୟଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଭାରତର ଏହି ବିଜୟକୁ ବାଲୁକା କଳା (ସତ୍ୟମେବ ଜୟତେ, ଇଣ୍ଡିଆ ଉଇଥ୍‌ ୟୁ) ମାଧ୍ୟମରେ ବାଲୁକାଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସ୍ୱାଗତ କରିଛନ୍ତି। ସେ କହିଛନ୍ତି,“କୁଳଭୂଷଣଙ୍କ ସହିତ ସମଗ୍ର ଦେଶ ଛିଡ଼ା ହୋଇଛି। ତାଙ୍କ ବିରୋଧରେ କେବେ ହେଲେ […]

sand artest

sand artest

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 09:45 PM IST

Sports

Latest News

https://www.youtube.com/watch?v=vU-XQRGeQ-o

ପୁରୀ: ଚୂଡ଼ାନ୍ତ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ପାକିସ୍ତାନରେ ପଣ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ଫାଶି ଦିଆଯାଇପାରିବ ନାହିଁ। ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ଏପରି ରାୟ ଦେବା ପରେ ଭାରତୀୟଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଭାରତର ଏହି ବିଜୟକୁ ବାଲୁକା କଳା (ସତ୍ୟମେବ ଜୟତେ, ଇଣ୍ଡିଆ ଉଇଥ୍‌ ୟୁ) ମାଧ୍ୟମରେ ବାଲୁକାଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସ୍ୱାଗତ କରିଛନ୍ତି।

ସେ କହିଛନ୍ତି,“କୁଳଭୂଷଣଙ୍କ ସହିତ ସମଗ୍ର ଦେଶ ଛିଡ଼ା ହୋଇଛି। ତାଙ୍କ ବିରୋଧରେ କେବେ ହେଲେ ଅନ୍ୟାୟ ହୋଇପାରିବ ନାହିଁ। ଆଜି ଏହି ରାୟ ହେଉଛି ସତ୍ୟର ଜୟ। ସେଥିପାଇଁ କୁଳଭୂଷଣଙ୍କ ପାଇଁ ମାମଲା ଲଢ଼ୁଥିବା ଆଇନ୍‌ଜୀବୀ ହରିଶ ସାଲୱେଙ୍କୁ ଧନ୍ୟବାଦ ଜଣାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story