ପୁରୀ ଶ୍ରୀନଅରରେ ସୁନିଆ ନୀତି ସମ୍ପନ୍ନ

ପୁରୀ: ଶ୍ରୀନଅରରେ ଗତକାଲି ପାଳିତ ହୋଇଯାଇଛି ସୁନିଆ ପର୍ବ। ବିଧି ବିଧାନ ମୁତାବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମସ୍ତ ନୀତି କରାଯାଇଥିଲା। ଏଥିସହ ଆରମ୍ଭ ହୋଇଛି ନୂତନ ସାଲ ୧୪୨୩ ଓ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ୫୭ଅଙ୍କ। ଏହାସହ ଆରମ୍ଭ ହୋଇଛି ଚଳିତବର୍ଷର ଗଜପତିଙ୍କ ରାଜୁତିର ପ୍ରଥମ ଦିନ। ଏହି ଅବସରରେ ରୌପ୍ୟ ମୁଦ୍ରା ପ୍ରଚଳନ କରାଯାଇଥିଲା। ରାଜଗୁରୁ କହିବା ଅନୁସାରେ ଚଳିତବର୍ଷ ଜନ୍ମ ଜାତକରେ ଏହି ସାଲ ଓ ଅଙ୍କ ଲିଖିତ କରାଯିବାର […]

puri

puri

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 08:03 AM IST

Sports

Latest News

puriପୁରୀ: ଶ୍ରୀନଅରରେ ଗତକାଲି ପାଳିତ ହୋଇଯାଇଛି ସୁନିଆ ପର୍ବ। ବିଧି ବିଧାନ ମୁତାବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମସ୍ତ ନୀତି କରାଯାଇଥିଲା। ଏଥିସହ ଆରମ୍ଭ ହୋଇଛି ନୂତନ ସାଲ ୧୪୨୩ ଓ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ୫୭ଅଙ୍କ। ଏହାସହ ଆରମ୍ଭ ହୋଇଛି ଚଳିତବର୍ଷର ଗଜପତିଙ୍କ ରାଜୁତିର ପ୍ରଥମ ଦିନ। ଏହି ଅବସରରେ ରୌପ୍ୟ ମୁଦ୍ରା ପ୍ରଚଳନ କରାଯାଇଥିଲା। ରାଜଗୁରୁ କହିବା ଅନୁସାରେ ଚଳିତବର୍ଷ ଜନ୍ମ ଜାତକରେ ଏହି ସାଲ ଓ ଅଙ୍କ ଲିଖିତ କରାଯିବାର ବିଧି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story