ପୁରୀ: ଶ୍ରୀମନ୍ଦିରର ଜଗମୋହନ ମରାମତି କାମ ଆରମ୍ଭ

ପୁରୀ: ବିପଦସଙ୍କୁଳ ଅବସ୍ଥାରେ ଥିବା ଶ୍ରୀମନ୍ଦିର ଜଗମୋହନ ମରାମତି କାମ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ ଟିମ୍ ଓ ବୈଷୟିକ କୋର କମିଟି ସଦସ୍ୟଙ୍କ ଉପସ୍ଥିତିରେ ଆଜି ଆରମ୍ଭ ହୋଇଛି। ଆଜି ପ୍ରାଥମିକ ଭାବେ ଡ୍ରିଲିଂ ମେସିନ୍ ସାହାଯ୍ୟରେ ୩ଟି ସ୍ତରରେ ପଥରକୁ କଟାଯାଇ ନିଅଁ ଖୋଳାଯାଇଛି।  ନିଅଁ ଅଢେଇ ଫୁଟ୍ ଖୋଳାଯାଇଥିବା ବେଳେ ପ୍ରଥମ ସ୍ତରରେ ଗ୍ରାନାଇଟ୍,ଦ୍ୱିତୀୟ ସ୍ତରରେ ଖଣ୍ଡୋଲାଇଟ୍  ଓ ତୃତୀୟ ସ୍ତରରେ ବାଲି ପଥର ଥିବା ଜଣାପଡ଼ିଛି। ଏ ସବୁକୁ ପରୀକ୍ଷା ନିରୀକ୍ଷା କରାଯିବା […]

Puri

Puri

Rakesh Mallick
  • Published: Friday, 22 April 2016
  • Updated: 22 April 2016, 03:12 PM IST

Sports

Latest News

ପୁରୀ: ବିପଦସଙ୍କୁଳ ଅବସ୍ଥାରେ ଥିବା ଶ୍ରୀମନ୍ଦିର ଜଗମୋହନ ମରାମତି କାମ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ ଟିମ୍ ଓ ବୈଷୟିକ କୋର କମିଟି ସଦସ୍ୟଙ୍କ ଉପସ୍ଥିତିରେ ଆଜି ଆରମ୍ଭ ହୋଇଛି। ଆଜି ପ୍ରାଥମିକ ଭାବେ ଡ୍ରିଲିଂ ମେସିନ୍ ସାହାଯ୍ୟରେ ୩ଟି ସ୍ତରରେ ପଥରକୁ କଟାଯାଇ ନିଅଁ ଖୋଳାଯାଇଛି।  ନିଅଁ ଅଢେଇ ଫୁଟ୍ ଖୋଳାଯାଇଥିବା ବେଳେ ପ୍ରଥମ ସ୍ତରରେ ଗ୍ରାନାଇଟ୍,ଦ୍ୱିତୀୟ ସ୍ତରରେ ଖଣ୍ଡୋଲାଇଟ୍  ଓ ତୃତୀୟ ସ୍ତରରେ ବାଲି ପଥର ଥିବା ଜଣାପଡ଼ିଛି। ଏ ସବୁକୁ ପରୀକ୍ଷା ନିରୀକ୍ଷା କରାଯିବା ପରେ ଚାରିକୋଣରେ ଷ୍ଟିଲ ପିଲାର ଯୋଗେ ଉପର ବିମର ସଂଯୋଗ କାମ ଆରମ୍ଭ ହେବ। ଫଳରେ ଜଗମୋହନ ସୁରକ୍ଷିତ ରହିବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ  ସୂଚନା ଦେଇଛି। ତେବେ ଆଜି ନିଅଁ ଖୋଳା କାମ ଜାରି ରହିଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଆସନ୍ତା ସୋମବାରରୁ ପୁଣି କାମ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story