ଶ୍ରୀମନ୍ଦିରରେ ଟିକ୍‌ଟକ୍‌ ! ଭିତର ବେଢ଼ାର ଭିଡିଓ ଭାଇରାଲ୍‌

ପୁରୀ (ଓଡ଼ିଶା ରିପୋର୍ଟର): ଭାଇରାଲ୍‌ ହୋଇଛି ପୁରୀ ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ। ଟିକ୍‌ଟକ୍‌ରେ ଏହି ଭିଡିଓ ଭାଇରାଲ୍‌ ହୋଇଛି। ଜଣେ ଯୁବତୀ ଏହି ଟିକ୍‌ଟକ୍ ଭିଡିଓ କରିଛନ୍ତି। ଭିଡିଓରେ ବେଢ଼ା ଭିତରେ ଭୋଗ ମଣ୍ଡପ ସମ୍ମୁଖର ଦୃଶ୍ୟ ଓ ଭୋଗ ପାଇଁ ଅବଢ଼ା ବୁହାଯିବା ବେଳର ଦୃଶ୍ୟ କଏଦ ହୋଇଛି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ପାଇଁ କଟକଣା ଜାରି ହୋଇଥିବା ସତ୍ତ୍ୱେ ଯୁବତୀ ଜଣଙ୍କ କେମିତି ମୋବାଇଲ୍‌ ନେଇ ପ୍ରବେଶ କଲେ, ତାହା ପ୍ରଶାସନକୁ […]

puri---

puri---

Tapaswini Nayak
  • Published: Monday, 28 October 2019
  • Updated: 28 October 2019, 01:39 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଭାଇରାଲ୍‌ ହୋଇଛି ପୁରୀ ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ। ଟିକ୍‌ଟକ୍‌ରେ ଏହି ଭିଡିଓ ଭାଇରାଲ୍‌ ହୋଇଛି। ଜଣେ ଯୁବତୀ ଏହି ଟିକ୍‌ଟକ୍ ଭିଡିଓ କରିଛନ୍ତି। ଭିଡିଓରେ ବେଢ଼ା ଭିତରେ ଭୋଗ ମଣ୍ଡପ ସମ୍ମୁଖର ଦୃଶ୍ୟ ଓ ଭୋଗ ପାଇଁ ଅବଢ଼ା ବୁହାଯିବା ବେଳର ଦୃଶ୍ୟ କଏଦ ହୋଇଛି।

ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ପାଇଁ କଟକଣା ଜାରି ହୋଇଥିବା ସତ୍ତ୍ୱେ ଯୁବତୀ ଜଣଙ୍କ କେମିତି ମୋବାଇଲ୍‌ ନେଇ ପ୍ରବେଶ କଲେ, ତାହା ପ୍ରଶାସନକୁ ଚିନ୍ତାରେ ପକାଇଛି । ପୁଣି ଯୁବତୀ ଜଣଙ୍କ ଟିକ୍‌ଟକ୍ କଲାବେଳେ କେହି କେମିତି ଜାଣିପାରିଲେ ନାହିଁ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଭାଇରାଲ୍‌ ଭିଡିଓକୁ ନେଇ ଏଯାଏ ଥାନାରେ ଏତଲା ଦିଆଯାଇ ନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ କିଛି ଦିନ ତଳେ ଆନନ୍ଦ ବଜାରରେ କିଛି ଲୋକ ପ୍ରସାଦ ସେବନ କରୁଥିବାର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲା, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏବେ ପୁଣି ଥରେ ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ ଭାଇରାଲ୍ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
https://youtu.be/g4aPC6oXUIs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story