ପୁରୀରେ ଟିଫିନ ବୋମା ଫୁଟି ୩ ଆହତ

ପୁରୀ: ପୁରୀରେ ଟିଫିନ ବୋମା ଫୁଟି ୩ ଜଣ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରତର ରହିଛି। ପୁରୀ ପେଣ୍ଠକଟା ଆଇଟିଆଇ ନିକଟରୁ ଶ୍ୟାମଳ ଦାଶ ନାମକ ଜଣେ ବ୍ୟକ୍ତି ଜରି ଗୋଟାଉଥିବା ବେଳେ ଏକ ଟିଫିନ୍ ପାଇଥିଲେ। ସେ ଟିଫିନଟିକୁ ଖୋଲିବାକୁ ଉଦ୍ୟମ କରୁଥିବା ବେଳେ ଏହା ଫାଟି ଯାଇଥିଲା। ଏଥିରେ ଶ୍ୟାମଳଙ୍କ ଝିଅ ମମତା ଏବଂ ଜଣେ ୧ ବର୍ଷର ଶିଶୁ ଆହତ ହୋଇଛନ୍ତି। ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।