"ଶ୍ରୀ‍କ୍ଷେତ୍ରରୁ ସୁନ୍ଦରୀ ରାଇଜ": ମୃଣାଳିନୀ କେମିତି ବନିଲେ ମୁମ୍ବାଇ ଡିଭା: କିଛି କଥା ଆମକୁ ବି କହିଛନ୍ତି, ପଢନ୍ତୁ

କଭି କଭି ଜିତନେ କେ ଲିୟେ କୁଛ ହାରନା ଭି ପଡତା ହୈ, ଔର ହାର୍‌ କର ଜିତନେ ଓ୍ୱାଲୋଁ କୋ ବାଜିଗର କେହୈତେ ହୈ….. ହାରି ବି ସେ ହାର ମାନି ନଥିଲେ।  ସ୍ୱପ୍ନ ଦେଖି ଚାଲିଥିଲେ । ରିସ୍କ ନେଲେ, ଆଉ ସଫଳ ବି ହେଲେ।  ଆଉ ଶେଷରେ ଫେଲ୍ୟୁଅର, ଡ୍ରିମ୍, ରିସ୍କ, ବିୟୁଟି, ବ୍ରେନ ଆଉ କନଫିଡେଣ୍ଟସର ଫରଫେକ୍‌ଟ କମ୍ବିନେସନର ମାନ୍ୟୁଫାକଚର ପ୍ରଡକଟ ହୋଇ ବନିଲେ ମିସ୍ ମୁମ୍ବାଇ ଡିଭା।  ପୁରୀ ଜିଲ୍ଲା […]

mrunalee2

mrunalee2

Rakesh Mallick
  • Published: Thursday, 04 May 2017
  • Updated: 04 May 2017, 11:33 PM IST

Sports

Latest News

କଭି କଭି ଜିତନେ କେ ଲିୟେ କୁଛ ହାରନା ଭି ପଡତା ହୈ, ଔର ହାର୍‌ କର ଜିତନେ ଓ୍ୱାଲୋଁ କୋ ବାଜିଗର କେହୈତେ ହୈ.....

ହାରି ବି ସେ ହାର ମାନି ନଥିଲେ।  ସ୍ୱପ୍ନ ଦେଖି ଚାଲିଥିଲେ । ରିସ୍କ ନେଲେ, ଆଉ ସଫଳ ବି ହେଲେ।  ଆଉ ଶେଷରେ ଫେଲ୍ୟୁଅର, ଡ୍ରିମ୍, ରିସ୍କ, ବିୟୁଟି, ବ୍ରେନ ଆଉ କନଫିଡେଣ୍ଟସର ଫରଫେକ୍‌ଟ କମ୍ବିନେସନର ମାନ୍ୟୁଫାକଚର ପ୍ରଡକଟ ହୋଇ ବନିଲେ ମିସ୍ ମୁମ୍ବାଇ ଡିଭା।

mrunali
 ପୁରୀ ଜିଲ୍ଲା ଅସ୍ତରଙ୍ଗର ଲାଡ୍‌ଲି ମୃଣାଳିନୀ ସେନାପତି। ନିକଟରେ ମୁମ୍ବାଇରେ ଶେଷ ହୋଇଥିବା ମିସ୍  ମୁମ୍ବାଇ ଡିଭା ପ୍ରତିଯୋଗିତାରେ ଫାଷ୍ଟ ରନର୍ସ ଅପ ସହ ବେଷ୍ଟ ପର୍ସନାଲିଟିର ତାଜ ପିନ୍ଧି ଓଡିଶାର ଗର୍ବ ସାଜିଛନ୍ତି ମୃଣାଳିନୀ। ତେବେ କେବଳ ମିସ ମୁମ୍ବାଇ ଡିଭା ନୁହେଁ, ମିସ ଓଡିଶା, ରୂପଶ୍ରୀ ରଜ ରାଣୀ, ଇଣ୍ଡିଆଜ୍  ଡିଭାଇନ ସୁପର ମଡେଲ ଅଫ୍‌ ଦ ଇୟର, ବେଷ୍ଟ ଫିଚର ଆଓ୍ୱାର୍ଡ ଅଫ ଇଣ୍ଡିଆ ପରି ଅନେକ ସଫଳତାର ଅଧିକାରୀ । ସେ ପିଲାବେଳୁ  ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ବି ମା’ଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଓହ୍ଲାଇଥିଲେ ମଡେଲିଂ ଦୁନିଆକୁ, ଆଉ ସଫଳତା ବି ହାସଲ କରିଛନ୍ତି।

ମୃଣାଳିନୀଙ୍କ ସଫଳତାର ଯାତ୍ରା ଏତିକିରେ ଅଟକି  ଯାଇନି । ମେ ମାସରେ ଗୋଆରେ ହେବାକୁ ଥିବା ଇଣ୍ଟର ନ୍ୟାସନାଲ ଫ୍ୟାସନ ଉଇକରେ ୱାଲର୍ଡ ଫେମସ୍‌ ମଡେଲଙ୍କ ଗହଣରେ ରାମ୍ପରେ ଚାଲିବେ ମୃଣାଳିନୀ। ସବୁଠୁ ବଡ କଥା ହେଲା  ଏବେ ସେ ବଲିଉଡରେ ଏଣ୍ଟ୍ରି କରିଛନ୍ତି । ସଲମାନଙ୍କ ଅପକମିଂ ମୁଭି ଟାଇଗର ଜିନ୍ଦା ହୈର ସେକେଣ୍ଡ ଲିଡ୍‌ ପାଇଁ ଅଡିସନ ଦେଇଛନ୍ତି ସେ ।

photoମୃଣାଳିନୀଙ୍କୁ  ଏସବୁ ସହଜରେ ମିଳିନି ଏଥିପାଇଁ ତାଙ୍କୁ କରିବାକୁ ପଡିଛି ଖୁବ୍ ପରିଶ୍ରମ । ଫୋକସ କରିବାକୁ ପଡିଛି ନିଜ କ୍ୟାରିୟର ଉପରେ । ଅନେକ ସମୟରେ ବିଫଳତାର ସାମ୍ନା ବି କରିବାକୁ ପଡିଛି। ତଥାପି ପଛକୁ ହଟି ନାହାନ୍ତି ସେ ।  ଫ୍ୟାମିଲି ସପୋର୍ଟ ଆଉ ନିଜର ପରିଶ୍ରମ ଯୋଗୁ ଆଜି ଏତେ ସଫଳତା ପାଇଥିବା କହିଛନ୍ତି ମୃଣାଳିନୀ ।

ଅନେକ ରିୟାଲିଟି ସୋ’ରେ ଓଡିଆଙ୍କ ଦବଦବା ଦେଖିବାକୁ  ମିଳିଛି ସେ ଅନନ୍ୟା ହୁଅନ୍ତୁ କି ଋତୁରାଜ ବା ବର୍ଣ୍ଣାଳୀ ଅବା ମୃଣାଳିନୀ,ଗୋଟେ କଥା ସ୍ପଷ୍ଟ ଯେ ଓଡିଶାରେ ପ୍ରତିଭାର କମି ନାହିଁ ...।

ଉପସ୍ଥାପନା-ନୀଳିମା ପ୍ରିୟଦର୍ଶିନୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story