ପୁରୀରେ ପର୍ଯ୍ୟଟକଙ୍କୁ ଠକେଇ ଅଭିଯୋଗ: ଇଣ୍ଟରନେଟ୍‌ରେ ହୋଟେଲ ବୁକିଂ ପରେ ବି ମିଳୁନି ରୁମ୍

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ପର୍ଯ୍ୟଟକ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଇଣ୍ଟରନେଟ୍‌ରେ ବୁକିଂ ହୋଇଥିବା ହୋଟେଲ୍ ରୁମ୍ ପର୍ଯ୍ୟଟକଙ୍କୁ ଦିଆଯାଉନାହିଁ । ଗୋପାଳବଲ୍ଲଭ ରୋଡରେ ଥିବା ହୋଟେଲ ପୁଷ୍ପା ବିରୋଧରେ ଏପରି ଅଭିଯୋଗ ଆସିଛି।  ରାଜସ୍ଥାନ ଜୟପୁରର ଆର୍.ଏସ୍. ଅଗ୍ରଓ୍ୱାଲ ଇଣ୍ଟରନେଟ୍‌ରେ ହୋଟେଲ ପୁଷ୍ପାରେ ଆଗରୁ ଏକ ରୁମ୍  ବୁକ୍  କରିଥିଲେ। ଯେତେବେଳେ ସେ ପୁରୀ ଆସି ସେହି ହୋଟେଲକୁ ଗଲେ, କର୍ତ୍ତୃପକ୍ଷଙ୍କୁ ତାଙ୍କୁ ରୁମ୍ ଦେଲେ ନାହିଁ। ଓଲଟା ଦୁର୍ବ୍ୟବହାର କରିଥିବା ଅଭିଯୋଗ […]

puri hotel

puri hotel

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 09:33 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ପର୍ଯ୍ୟଟକ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଇଣ୍ଟରନେଟ୍‌ରେ ବୁକିଂ ହୋଇଥିବା ହୋଟେଲ୍ ରୁମ୍ ପର୍ଯ୍ୟଟକଙ୍କୁ ଦିଆଯାଉନାହିଁ । ଗୋପାଳବଲ୍ଲଭ ରୋଡରେ ଥିବା ହୋଟେଲ ପୁଷ୍ପା ବିରୋଧରେ ଏପରି ଅଭିଯୋଗ ଆସିଛି।  ରାଜସ୍ଥାନ ଜୟପୁରର ଆର୍.ଏସ୍. ଅଗ୍ରଓ୍ୱାଲ ଇଣ୍ଟରନେଟ୍‌ରେ ହୋଟେଲ ପୁଷ୍ପାରେ ଆଗରୁ ଏକ ରୁମ୍  ବୁକ୍  କରିଥିଲେ। ଯେତେବେଳେ ସେ ପୁରୀ ଆସି ସେହି ହୋଟେଲକୁ ଗଲେ, କର୍ତ୍ତୃପକ୍ଷଙ୍କୁ ତାଙ୍କୁ ରୁମ୍ ଦେଲେ ନାହିଁ। ଓଲଟା ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ବୋଲି ଅଗ୍ରଓ୍ୱାଲ। ପରେ ସେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ହସ୍ତକ୍ଷେପ ପରେ ହୋଟେଲ ପୁଷ୍ପା କର୍ତ୍ତୃପକ୍ଷ ରୁମ୍‌ ଦେଇଥିଲେ। ହେଲେ ଏହା ନିମ୍ନମାନର ବୋଲି ଅଗ୍ରୱାଲ କହିଛନ୍ତି।

ଅନ୍ୟପକ୍ଷରେ ଏଭଳି ଘଟଣାକୁ ପୁରୀ ହୋଟେଲ ସଂଘ ନିନ୍ଦା କରିଛି। ଏଭଳି ଘଟଣା ଯୋଗୁଁ ହୋଟେଲ ଶିଳ୍ପ ବାଧାପ୍ରାପ୍ତ ହେବ, ତେଣୁ ପର୍ଯ୍ୟଟକଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଂଘ କହିଛି। ଇଣ୍ଟରନେଟ୍‌ରେ ହୋଟେଲ ବୁକିଂକୁ ନେଇ ବିବାଦ ଏଡ଼ାଇବାକୁ ଏକ ସଫ୍ଟେଓ୍ୱର ତିଆରି କରାଯାଉଥିବା ପୁରୀ ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story