ପୁରୀ ସମୁଦ୍ରରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ: ଗତକାଲି ପୁରୀ ସମୁଦ୍ରରେ ଗାଧୋଉ ଥିବା ବେଳେ ବୁଡି ଯାଇ ନିଖୋଜ ହୋଇଯାଇଥିବା ପର୍ଯ୍ୟଟକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ମୃତ ପର୍ଯ୍ୟଟକ ଜଣଙ୍କ ହେଲେ ଉତ୍ତରପ୍ରଦେଶ ଫରିଦାବାଦ୍‌ର ଜହନ ମହମ୍ମଦ। ନୂଆବର୍ଷରେ ପୁରୀ ବୁଲିବାକୁ ଆସିଥିବା ଜହନ ଦିଗବାରେଣୀ ଖୁଣ୍ଟିଠାରେ ଗାଧୋଉଥିବା ବେଳେ ଗତକାଲି ବୁଡି ଯାଇ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ମୃତଦେହ ମିଳି ନ ଥିଲା। ଆଜି ପାନ୍ଥନିବାସ ବେଳାଭୂମି ନିକଟରେ ମୃତଦେହ ଲାଗିଥିବା ଦେଖିବାକୁ ମିଳିଥିଲା। […]

puri

puri

Rakesh Mallick
  • Published: Monday, 02 January 2017
  • Updated: 02 January 2017, 07:26 PM IST

Sports

Latest News

ପୁରୀ: ଗତକାଲି ପୁରୀ ସମୁଦ୍ରରେ ଗାଧୋଉ ଥିବା ବେଳେ ବୁଡି ଯାଇ ନିଖୋଜ ହୋଇଯାଇଥିବା ପର୍ଯ୍ୟଟକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ମୃତ ପର୍ଯ୍ୟଟକ ଜଣଙ୍କ ହେଲେ ଉତ୍ତରପ୍ରଦେଶ ଫରିଦାବାଦ୍‌ର ଜହନ ମହମ୍ମଦ।

ନୂଆବର୍ଷରେ ପୁରୀ ବୁଲିବାକୁ ଆସିଥିବା ଜହନ ଦିଗବାରେଣୀ ଖୁଣ୍ଟିଠାରେ ଗାଧୋଉଥିବା ବେଳେ ଗତକାଲି ବୁଡି ଯାଇ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ମୃତଦେହ ମିଳି ନ ଥିଲା। ଆଜି ପାନ୍ଥନିବାସ ବେଳାଭୂମି ନିକଟରେ ମୃତଦେହ ଲାଗିଥିବା ଦେଖିବାକୁ ମିଳିଥିଲା। ସି-ବିଚ୍‌ ଥାନା ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos