ପୁରୀ: ମହିଳାଙ୍କ ମୃତ୍ୟୁକୁ ନେଇ ଘରୋଇ ନର୍ସିଂହୋମରେ ଉତ୍ତେଜନା

ପୁରୀ: ପ୍ରସବ ପରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ପୁରୀର ଏକ ଘରୋଇ ନର୍ସିଂହୋମରେ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ମହିଳାଙ୍କ ନାଁ ବର୍ଷା ରାଏ। ପ୍ରସବ ବେଦନା ହେବାରୁ ଗତକାଲି ବର୍ଷାଙ୍କୁ ପୁରୀ ସରକାରୀ ମେଡିକାଲରେ ପରିବାର ଲୋକ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ଡାକ୍ତର କହିଥିଲେ। ପରିବାର ଲୋକେ ତାଙ୍କୁ ମେଡିକାଲ ଛକରେ ଥିବା ଏକ ଘରୋଇ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ବର୍ଷା ଏକ […]

deadbody

deadbody

Rakesh Mallick
  • Published: Sunday, 09 October 2016
  • Updated: 09 October 2016, 04:09 PM IST

Sports

Latest News

deadbodyପୁରୀ: ପ୍ରସବ ପରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ପୁରୀର ଏକ ଘରୋଇ ନର୍ସିଂହୋମରେ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ମହିଳାଙ୍କ ନାଁ ବର୍ଷା ରାଏ।

ପ୍ରସବ ବେଦନା ହେବାରୁ ଗତକାଲି ବର୍ଷାଙ୍କୁ ପୁରୀ ସରକାରୀ ମେଡିକାଲରେ ପରିବାର ଲୋକ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ଡାକ୍ତର କହିଥିଲେ। ପରିବାର ଲୋକେ ତାଙ୍କୁ ମେଡିକାଲ ଛକରେ ଥିବା ଏକ ଘରୋଇ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ବର୍ଷା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ନର୍ସିଂହୋମର ଡାକ୍ତରମାନେ ଅନ୍ୟ ଏକ ନର୍ସିଂହୋମକୁ ସ୍ଥାନାନ୍ତର କରିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କର ବିନା ଅନୁମତିରେ ପ୍ରସୂତିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି।

ନର୍ସିଂହୋମରେ କାର୍ଯ୍ୟରତ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ବର୍ଷା ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ପରିବାର ଲୋକେ ପୁରୀ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଛନ୍ତି।  ନର୍ସିଂହୋମରୁ  ନବଜାତ ଶିଶୁକୁ ଚାଇଲ୍ଡ ଲାଇନ ଉଦ୍ଧାର କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତା’ର ଚିକିତ୍ସା କରାଯାଉଛି।

ମୃତ ମହିଳାଙ୍କ ସଂପର୍କୀୟ ରଘୁନାଥ ମହାନ୍ତି କହିଛନ୍ତି,“ପ୍ରସବ ବେଦନା ହେବାରୁ ବର୍ଷାଙ୍କୁ ଆମେ ପୁରୀ ସରକାରୀ ଡାକ୍ତରଖାନାକୁ ନେଇଥିଲୁ। ସେଠାରେ ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ। ପରେ ଆମେ ଏକ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲୁ। ସେଠାରେ ଶିଶୁ କନ୍ୟାଟି ଜନ୍ମ ହୋଇଥିଲା। ସେଠାରେ ଡାକ୍ତରମାନେ ପରିବାର ଲୋକଙ୍କୁ ନ ଜଣାଇ ତାଙ୍କୁ ଅନ୍ୟ ନର୍ସିଂହୋମକୁ ସ୍ଥାନାନ୍ତର କରିଥିଲେ।  ଚିକିତ୍ସା ଅବହେଳା ଯୋଗୁ ବର୍ଷାଙ୍କର ମୃତ୍ୟୁ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story