ପୁରୀ: ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ସନ୍ଧ୍ୟା ଦର୍ଶନ ପରେ ମହାପ୍ରଭୁ ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ। ଭକ୍ତମାନେ ଶରଧାବାଲିରେ ଥିବା ୩ ରଥ ଉପରୁ ତିନି ଠାକୁରଙ୍କୁ ଦର୍ଶନ କରୁଛନ୍ତି। ବଡ଼ଦାଣ୍ଡରେ ଅଟକି ରହିଥିବା ୩ରଥକୁ ଗତକାଲି ସକାଳ ୯ଟା ବେଳେ ଭକ୍ତିମୟ ପରିବେଶ ମଧ୍ୟରେ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ନିକଟକୁ ଟାଣି ନେଇଥିଲେ। ପ୍ରଥମେ ମାଉସୀ ମାଆ ମନ୍ଦିର ନିକଟରେ ଅଟକି ଥିବା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ତା’ପରେ  ମାର୍କେଟ୍‌ ଛକଠାରୁ ସୁଭଦ୍ରାଙ୍କ ଦେବଦଳନ […]

rath

rath

Rakesh Mallick
  • Published: Friday, 08 July 2016
  • Updated: 08 July 2016, 09:12 AM IST

Sports

Latest News

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ସନ୍ଧ୍ୟା ଦର୍ଶନ ପରେ ମହାପ୍ରଭୁ ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ। ଭକ୍ତମାନେ ଶରଧାବାଲିରେ ଥିବା ୩ ରଥ ଉପରୁ ତିନି ଠାକୁରଙ୍କୁ ଦର୍ଶନ କରୁଛନ୍ତି। ବଡ଼ଦାଣ୍ଡରେ ଅଟକି ରହିଥିବା ୩ରଥକୁ ଗତକାଲି ସକାଳ ୯ଟା ବେଳେ ଭକ୍ତିମୟ ପରିବେଶ ମଧ୍ୟରେ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ନିକଟକୁ ଟାଣି ନେଇଥିଲେ। ପ୍ରଥମେ ମାଉସୀ ମାଆ ମନ୍ଦିର ନିକଟରେ ଅଟକି ଥିବା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ତା’ପରେ  ମାର୍କେଟ୍‌ ଛକଠାରୁ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ଶ୍ରୀନଅର ନିକଟରୁ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭକ୍ତମାନେ ଟାଣିଥିଲେ। ଶରଧାବାଲିରେ ୩ରଥ ଲାଗିବା ପରେ ରଥାରୁଢ ଶ୍ରୀଜିଉଙ୍କ ଦର୍ଶନ କରି ଭକ୍ତିରେ ଭିଜିଥିଲେ ଭକ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story