‘ପୂର୍ଣ୍ଣିମା ବଢ଼ାଉଛି ସମସ୍ୟା, ଖସୁ ନାହିଁ ପାଣି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ଣ୍ଣିମା ଯୋଗୁ ପାଣି ଖସୁ ନାହିଁ। ଯାହାଫଳରେ ବନ୍ୟା ଦୁର୍ଗତଙ୍କ ସମସ୍ୟା ବଢୁଛି। ଆଜି ଏହି ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ସେ କହିଛନ୍ତି ଯେ, ସମୁଦ୍ରର ଜୁଆର ପାଣିକୁ ଠେଲିକି ରଖିଛି। ପୂର୍ଣ୍ଣିମା ପରେ ପରିସ୍ଥିତିରେ ସୁଧାର ଆସିବ। ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଆହୁରି କହିଛନ୍ତି, ହୀରାକୁଦକୁ ଏବେ ୩ ଲକ୍ଷ ୫୯ ହଜାର କ୍ୟୁସେକ ଜଳ ପଶୁଛି ଏବଂ ୨୪ଟି […]

weavre

weavre

Tapaswini Nayak
  • Published: Tuesday, 01 September 2020
  • Updated: 01 September 2020, 02:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ଣ୍ଣିମା ଯୋଗୁ ପାଣି ଖସୁ ନାହିଁ। ଯାହାଫଳରେ ବନ୍ୟା ଦୁର୍ଗତଙ୍କ ସମସ୍ୟା ବଢୁଛି। ଆଜି ଏହି ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ।

ସେ କହିଛନ୍ତି ଯେ, ସମୁଦ୍ରର ଜୁଆର ପାଣିକୁ ଠେଲିକି ରଖିଛି। ପୂର୍ଣ୍ଣିମା ପରେ ପରିସ୍ଥିତିରେ ସୁଧାର ଆସିବ।

ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଆହୁରି କହିଛନ୍ତି, ହୀରାକୁଦକୁ ଏବେ ୩ ଲକ୍ଷ ୫୯ ହଜାର କ୍ୟୁସେକ ଜଳ ପଶୁଛି ଏବଂ ୨୪ଟି ଗେଟ୍ ଜରିଆରେ ୪ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ସେହିପରି କଟକ ମୁଣ୍ଡଳିରେ ୯ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story