ପୁରୁଣା ନେତାଙ୍କୁ ଫେରାଇ ଆଣିବା ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି: ବୈଜୟନ୍ତ

ଭୁବନେଶ୍ୱର: ଷଡ଼ଯନ୍ତ୍ର କରି ବିଜେଡ଼ିରେ କିଛି ନେତାଙ୍କୁ କଢ଼ା ଯାଇଥିବା ମନ୍ତବ୍ୟ ଉପରେ ଆଜି ସ୍ପଷ୍ଟୀକରଣ ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି,“ ପୁରୁଣା ନେତାଙ୍କୁ ଫେରାଇ ଆଣିବା ସମୟରେ ଅନ୍ୟ କିଛି ନେତାଙ୍କୁ ବିଜେଡି ଯେମିତି ନ ହରାଏ, ସେ ଉଦ୍ଦେଶ୍ୟରେ ମୁଁ ଏଭଳି ମନ୍ତବ୍ୟ ରଖିଥିଲି।” ସେ ଆହୁରି କହିଛନ୍ତି,“ପୁରୁଣା ନେତାଙ୍କୁ ଫେରାଇ ଆଣିବା ପାଇଁ ଯେଉଁ ନିଷ୍ପତ୍ତି ହୋଇଛି ତାକୁ ମୁଁ ସ୍ୱାଗତ କରୁଛି। ଏନେଇ ଗତକାଲି ଦଳର ସୁପ୍ରିମୋ ନବୀନ […]

baijayanta

baijayanta

Rakesh Mallick
  • Published: Saturday, 06 May 2017
  • Updated: 06 May 2017, 09:07 PM IST

Sports

Latest News

ଭୁବନେଶ୍ୱର: ଷଡ଼ଯନ୍ତ୍ର କରି ବିଜେଡ଼ିରେ କିଛି ନେତାଙ୍କୁ କଢ଼ା ଯାଇଥିବା ମନ୍ତବ୍ୟ ଉପରେ ଆଜି ସ୍ପଷ୍ଟୀକରଣ ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି,“ ପୁରୁଣା ନେତାଙ୍କୁ ଫେରାଇ ଆଣିବା ସମୟରେ ଅନ୍ୟ କିଛି ନେତାଙ୍କୁ ବିଜେଡି ଯେମିତି ନ ହରାଏ, ସେ ଉଦ୍ଦେଶ୍ୟରେ ମୁଁ ଏଭଳି ମନ୍ତବ୍ୟ ରଖିଥିଲି।”

ସେ ଆହୁରି କହିଛନ୍ତି,“ପୁରୁଣା ନେତାଙ୍କୁ ଫେରାଇ ଆଣିବା ପାଇଁ ଯେଉଁ ନିଷ୍ପତ୍ତି ହୋଇଛି ତାକୁ ମୁଁ ସ୍ୱାଗତ କରୁଛି। ଏନେଇ ଗତକାଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମତ ରଖି ସାରିଛନ୍ତି। ଏହା ଉପରେ ଅଧିକ କହିବା ଉଚିତ ହେବନି।”

ଷଡ଼ଯନ୍ତ୍ରର ଶିକାର ହୋଇ କିଛି ନେତା ଦଳରୁ ବାହାରି ଯାଇଥିଲେ ଓ ଏବେ ମଧ୍ୟ କିଛି ନେତାଙ୍କୁ ଦଳରୁ କାଢିବା ଲାଗି ଷଡଯନ୍ତ୍ର ଚାଲିଛି ବୋଲି ବୈଜୟନ୍ତ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story