ନିଃଶବ୍ଦ ଇଚ୍ଛାବତୀପୁର

ଭୁବନେଶ୍ୱର: ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ବିୟୋଗ ପରେ ତାଙ୍କ ପୈତୃକ ଗାଁ ଅନୁଗୋଳ ଜିଲ୍ଲା ଇଚ୍ଛାବତୀପୁରରେ ନିଃଶବ୍ଦ ହୋଇଯାଇଛି। ପୂରା ଗାଁ ଖାଁ ଖାଁ ଲାଗୁଛି। ସତେ ଯେମିତି ସମସ୍ତେ ପ୍ୟାରୀଙ୍କ ପରଲୋକ ଖବର ଶୁଣିବା ପରେ ମୂକ ପାଲଟି ଯାଇଛନ୍ତି। ତାଳଚେରରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ମହାପାତ୍ରଙ୍କ ଅଧିକାଂଶ ସମୟ ବାହାରେ କଟିଛି। ଏବେ ବି ତାଙ୍କର ବହୁ ସମ୍ପର୍କୀୟ ଗାଁରେ ରହୁଛନ୍ତି। ହେଲେ ଗାଁ ପ୍ରତି ଥିଲା ତାଙ୍କର ବହୁ ଆନ୍ତରିକତା। ଗାଁରେ […]

pyari2

pyari2

Rakesh Mallick
  • Published: Monday, 20 March 2017
  • Updated: 21 March 2017, 03:41 PM IST

Sports

Latest News

ଭୁବନେଶ୍ୱର: ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ବିୟୋଗ ପରେ ତାଙ୍କ ପୈତୃକ ଗାଁ ଅନୁଗୋଳ ଜିଲ୍ଲା ଇଚ୍ଛାବତୀପୁରରେ ନିଃଶବ୍ଦ ହୋଇଯାଇଛି। ପୂରା ଗାଁ ଖାଁ ଖାଁ ଲାଗୁଛି। ସତେ ଯେମିତି ସମସ୍ତେ ପ୍ୟାରୀଙ୍କ ପରଲୋକ ଖବର ଶୁଣିବା ପରେ ମୂକ ପାଲଟି ଯାଇଛନ୍ତି।

ତାଳଚେରରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ମହାପାତ୍ରଙ୍କ ଅଧିକାଂଶ ସମୟ ବାହାରେ କଟିଛି। ଏବେ ବି ତାଙ୍କର ବହୁ ସମ୍ପର୍କୀୟ ଗାଁରେ ରହୁଛନ୍ତି। ହେଲେ ଗାଁ ପ୍ରତି ଥିଲା ତାଙ୍କର ବହୁ ଆନ୍ତରିକତା। ଗାଁରେ କିଛି ଉନ୍ନୟନ କାମ ହେଲେ ସେ ସହଯୋଗ କରିବାକୁ କେବେ ଭୁଲି ନ ଥାନ୍ତି। ସେ କଲ୍ୟାଣମଣ୍ଡପ ହେଉ ଅବା ଶିବ ମନ୍ଦିରରେ ନୂତନ ଗୃହ ନିର୍ମାଣ ସବୁ ବେଳେ ସହଯୋଗର ହାତ ବଢାଉ ଥିଲେ ସ୍ୱର୍ଗତ ମହାପାତ୍ର। ବ୍ୟସ୍ତ ବହୁଳ ଜୀବନରେ ଯେବେ କି ସେ ସମୟ ପାଉଥିଲେ ଗାଁକୁ ଯିବାକୁ ଭୁଲୁ ନ ଥିଲେ। ତାଙ୍କ ପରଲୋକ ଖବର ପାଇବା ପରେ ଇଚ୍ଛାବତୀପୁର ଗାଁରେ ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story