ସ୍ୱର୍ଗତ ରବି ରାୟଙ୍କ ଶେଷ ଦର୍ଶନ କଲେ ନୀତିଶ କୁମାର

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ପୂର୍ବତନ ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ଶେଷ ଦର୍ଶନ କରିଛନ୍ତି।

ଏହି ଅବସରରେ ନୀତିଶ କହିଥିଲେ,“ସମାଜବାଦ ଆନ୍ଦୋଳନରେ ସ୍ୱର୍ଗତ ରାୟଙ୍କ ବଡ଼ ଭୂମିକା ଥିଲା। ଯୁବାବସ୍ଥାରୁ ତାଙ୍କୁ ଜାଣିଛି। ଲୋକସଭା ବାଚସ୍ପତି ଭାବେ ତାଙ୍କର ଭୂମିକା ଥିଲା ଐତିହାସିକ।”

ନୀତିଶ କୁମାର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂଧ୍ୟା ୫ଟାରେ ନବୀନ ନିବାସରେ ଭେଟିବାର କାର୍ଯ୍ୟକ୍ରମ ରହିଛି।