ସ୍ୱର୍ଗତ ରବି ରାୟଙ୍କ ଶେଷ ଦର୍ଶନ କଲେ ନୀତିଶ କୁମାର

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ପୂର୍ବତନ ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ଶେଷ ଦର୍ଶନ କରିଛନ୍ତି। ଏହି ଅବସରରେ ନୀତିଶ କହିଥିଲେ,“ସମାଜବାଦ ଆନ୍ଦୋଳନରେ ସ୍ୱର୍ଗତ ରାୟଙ୍କ ବଡ଼ ଭୂମିକା ଥିଲା। ଯୁବାବସ୍ଥାରୁ ତାଙ୍କୁ ଜାଣିଛି। ଲୋକସଭା ବାଚସ୍ପତି ଭାବେ ତାଙ୍କର ଭୂମିକା ଥିଲା ଐତିହାସିକ।” ନୀତିଶ କୁମାର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂଧ୍ୟା ୫ଟାରେ ନବୀନ ନିବାସରେ ଭେଟିବାର କାର୍ଯ୍ୟକ୍ରମ ରହିଛି।

nitis kumar

nitis kumar

Rakesh Mallick
  • Published: Tuesday, 07 March 2017
  • Updated: 07 March 2017, 05:25 PM IST

Sports

Latest News

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ପୂର୍ବତନ ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ଶେଷ ଦର୍ଶନ କରିଛନ୍ତି।

ଏହି ଅବସରରେ ନୀତିଶ କହିଥିଲେ,“ସମାଜବାଦ ଆନ୍ଦୋଳନରେ ସ୍ୱର୍ଗତ ରାୟଙ୍କ ବଡ଼ ଭୂମିକା ଥିଲା। ଯୁବାବସ୍ଥାରୁ ତାଙ୍କୁ ଜାଣିଛି। ଲୋକସଭା ବାଚସ୍ପତି ଭାବେ ତାଙ୍କର ଭୂମିକା ଥିଲା ଐତିହାସିକ।”

ନୀତିଶ କୁମାର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂଧ୍ୟା ୫ଟାରେ ନବୀନ ନିବାସରେ ଭେଟିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story