ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରବି ରାୟଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପୂର୍ବତନ ଲୋକସଭା ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ଅନ୍ତିମ ସଂସ୍କାର ଅବିଭକ୍ତ ପୁରୀ ଜିଲ୍ଲାର ନିଜ ଗ୍ରାମ ଭଅଁରାଗଡ଼ରେ ଆଜି କରାଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ସ୍ୱର୍ଗତ ରାୟଙ୍କ ସମ୍ମାନର୍ଥେ ଆଜି ରାଜ୍ୟରେ ଦିନିକିଆ ଶୋକ ପାଳନ କରାଯାଉଛି। ଏହି ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରି ରଖାଯାଇଛି। ସ୍ୱର୍ଗତ ରାୟଙ୍କ ଶେଷକୃତ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେବେ। ଏବେ ରବି […]

Rabiray

Rabiray

Rakesh Mallick
  • Published: Tuesday, 07 March 2017
  • Updated: 07 March 2017, 01:02 PM IST

Sports

Latest News

ଭୁବନେଶ୍ୱର: ପୂର୍ବତନ ଲୋକସଭା ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ଅନ୍ତିମ ସଂସ୍କାର ଅବିଭକ୍ତ ପୁରୀ ଜିଲ୍ଲାର ନିଜ ଗ୍ରାମ ଭଅଁରାଗଡ଼ରେ ଆଜି କରାଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ସ୍ୱର୍ଗତ ରାୟଙ୍କ ସମ୍ମାନର୍ଥେ ଆଜି ରାଜ୍ୟରେ ଦିନିକିଆ ଶୋକ ପାଳନ କରାଯାଉଛି। ଏହି ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରି ରଖାଯାଇଛି।

ସ୍ୱର୍ଗତ ରାୟଙ୍କ ଶେଷକୃତ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେବେ।

ଏବେ ରବି ରାୟଙ୍କ ମରଶରୀର ଭୁବନେଶ୍ୱର ଲୋହିଆ ଏକାଡେମୀରେ ରଖାଯାଇଛି। ସେଠାକୁ ବିଭିନ୍ନ ବର୍ଗର ନେତା ଆସି ତାଙ୍କ ଶେଷ ଦର୍ଶନ କରୁଛନ୍ତି। ରାଜ୍ୟପାଳ ଏସ୍‌ସି ଜମୀର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକମାନେ ସ୍ୱର୍ଗତ ରାୟଙ୍କ ଶେଷ ଦର୍ଶନ କରିଛନ୍ତି।

ଦୀର୍ଘଦିନର ଅସୁସ୍ଥତା ପରେ ଗତକାଲି ଅପରାହ୍ନ ୩ଟାରେ କଟକ ବଡ଼ ମେଡିକାଲରେ ତାଙ୍କର ପରଲୋକ ଘଟିଥିଲା। ଗତ ୧୨ ତାରିଖରୁ ସେ ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story