ଏମକେସିଜିରେ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ! ଥାନାରେ ମାମଲା

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପୁଣିଥରେ ଆସିଛି ରାଗିଂ ଭଳି ସାଂଘାତିକ ଅଭିଯୋଗ। ଏଥିର ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଛାତ୍ରମାନେ ରାଗିଂର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଦ୍ୱିତୀୟ ବର୍ଷର ଏମବିବିଏସ୍ ଛାତ୍ରମାନଙ୍କୁ ୭ ତାରିଖ ରାତିରେ ରାଗିଂ କରାଯାଇଛି। ଏହି ଛାତ୍ରମାନେ ଗୋଟିଏ ହଷ୍ଟେଲରେ ରହୁଥିଲେ। ସେହି ସ୍ଥାନରେ ହିଁ ସେମାନଙ୍କ ସହ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଏହି ଡାକ୍ତରୀ ଛାତ୍ରମାନେ ରହୁଥିବା ହଷ୍ଟେଲକୁ ଜଣେ ସିନିୟର ଛାତ୍ର ଅର୍ଥାତ ହାଉସ ସର୍ଜନ […]

MKCG

MKCG

Hemant Lenka
  • Published: Monday, 09 May 2022
  • Updated: 09 May 2022, 06:48 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପୁଣିଥରେ ଆସିଛି ରାଗିଂ ଭଳି ସାଂଘାତିକ ଅଭିଯୋଗ। ଏଥିର ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଛାତ୍ରମାନେ ରାଗିଂର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଦ୍ୱିତୀୟ ବର୍ଷର ଏମବିବିଏସ୍ ଛାତ୍ରମାନଙ୍କୁ ୭ ତାରିଖ ରାତିରେ ରାଗିଂ କରାଯାଇଛି। ଏହି ଛାତ୍ରମାନେ ଗୋଟିଏ ହଷ୍ଟେଲରେ ରହୁଥିଲେ। ସେହି ସ୍ଥାନରେ ହିଁ ସେମାନଙ୍କ ସହ ଏପରି ଘଟଣା ଘଟିଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଏହି ଡାକ୍ତରୀ ଛାତ୍ରମାନେ ରହୁଥିବା ହଷ୍ଟେଲକୁ ଜଣେ ସିନିୟର ଛାତ୍ର ଅର୍ଥାତ ହାଉସ ସର୍ଜନ ଆସିଥିଲେ। ଏହାପରେ ସେ ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କୁ ରୁମ ଭିତରେ ରାଗିଂ କରିଥିଲେ। ଏନେଇ ଏମବିବିଏସ୍ ଛାତ୍ରମାନେ ମେଡିକାଲ କଲେଜର ଡିନଙ୍କ ପାଖରେ ଅଭିଯୋଗ କରିଛନ୍ତି। ଡନ୍ ଏହାର ତଦନ୍ତ କରିବା ସହ ହଷ୍ଟେଲରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ। ଏହାପରେ ରାଗିଂ ସମ୍ପର୍କରେ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ପୁଲିସ୍ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ବ୍ରହ୍ମପୁର ଏସପି ଡା.ଶରବଣ ବିବେକ ଏମ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଡିନଙ୍କ ଅଭିଯୋଗ ପରେ ମାମଲା ରୁଜୁ କରାଯାଇଛି। ଦୁଇ ଦିନ ତଳେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଆମେ ତୁରନ୍ତ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲୁ। ତଦନ୍ତରୁ ଜଣାପଡ଼ିଛି ଯେ ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କ ପାଇଁ ଗୋଟିଏ ଅସଂଗଠିତ ସାଂସ୍କୃତି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମ ଶେଷ ହେବା ପରେ ଜଣେ ହାଉସ ସର୍ଜନ ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କୁ ରାଗିଂ କରିବାକୁ ଚେଷ୍ଟା କରିଥିଲେ। ଅଭିଯୋଗ ପରେ ଆଇଆଇସି କଲେଜରେ ପହଞ୍ଚି ତଦନ୍ତ କରିଥିଲେ। ପୀଡ଼ିତ ଛାତ୍ରମାନଙ୍କ ସହ ଡିନଙ୍କ ବୟାନ ରେକର୍ଡ ମଧ୍ୟ କରାଯାଇଛି। କିଛି ଭିଡିଓ ପ୍ରମାଣ ବି ମିଳିଛି। ହାଉସ ସର୍ଜନଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯାଇଛି।

ଯଦି ଅଧିକ କିଛି ତଥ୍ୟ ସାମ୍ନାକୁ ଆସିବ, ତା’ହେଲେ ତାଙ୍କୁ ଗିରଫ କରାଯିବ। ରାଗିଂ ବେଳେ କାହାକୁ ଶାରୀରିକ ନିର୍ଯାତନା ଦିଆଯାଇନି। କେବଳ ଅଶ୍ଳୀଳ ଭାଷା ପ୍ରୟୋଗ କରାଯାଇଛି। ୩୪୧ ଓ ୩୨୩ ଧାରାରେ ମାମଲା ରୁଜୁ ହୋଇଛି।” ତେବେ ମେଡିକାଲ ଡିନ୍ ଓ ରାଗିଂର ଶିକାର ହୋଇଥିବା ଛାତ୍ରମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ ବଲାଙ୍ଗୀର ମେଡିକାଲ କଲେଜରେ ମଧ୍ୟ ଏପରି ରାଗିଂ ଯୋଗୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story