ରାହୁଲ ଗାନ୍ଧିଙ୍କୁ ଭେଟିଲେ ୩ କଂଗ୍ରେସ ନେତା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ୧୨ ତୋଗଲକ ବାସଭବନରେ ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି ଓ ବିଧାୟକ ନବ ଦାସ ଭେଟିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚାତକ ପଦକୁ ନେଇ ତାରା ଏବଂ ନବଙ୍କ ମଧ୍ୟରେ ଟଣାଓଟରା ଲାଗିଛି। ନବଙ୍କ ନେତୃତ୍ୱରେ କିଛି ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟି ଏ ବିଷୟରେ ଅବଗତ କରିଥିଲେ। କିଛିଦିନ ପୂର୍ବେ କଂଗ୍ରେସ ପ୍ରଭାରୀ ବି.କେ. […]

congres bbsr

congres bbsr

Rakesh Mallick
  • Published: Monday, 04 July 2016
  • Updated: 04 July 2016, 04:08 PM IST

Sports

Latest News

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ୧୨ ତୋଗଲକ ବାସଭବନରେ ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି ଓ ବିଧାୟକ ନବ ଦାସ ଭେଟିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚାତକ ପଦକୁ ନେଇ ତାରା ଏବଂ ନବଙ୍କ ମଧ୍ୟରେ ଟଣାଓଟରା ଲାଗିଛି। ନବଙ୍କ ନେତୃତ୍ୱରେ କିଛି ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟି ଏ ବିଷୟରେ ଅବଗତ କରିଥିଲେ। କିଛିଦିନ ପୂର୍ବେ କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ଏକ ରୁଦ୍ଧଦ୍ୱାର ବୈଠକରେ ମଧ୍ୟ ଏ ବିଷୟରେ ଆଲୋଚନା ହୋଇଥିଲା। ଏହାପରେ ଗତକାଲି ରାହୁଲ ୩ ଜଣଙ୍କୁ ଦିଲ୍ଲୀ ଡକାଇଥିଲେ। ନବ ପୂର୍ବରୁ ସେଠାରେ ଥିବା ବେଳେ ପ୍ରସାଦ ଏବଂ ତାରା ଗତକାଲି ଦିଲ୍ଲୀ ଯାଇଥିଲେ।

ରାହୁଲଙ୍କ ଡାକରା ପରେ ତାରାଙ୍କ ପାଖରୁ ବିରୋଧୀ ଦଳ ମୁଖ୍ୟ ସଚେତକ ପଦ ନବଙ୍କ ପାଖକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ଦିଲ୍ଲୀ ଯିବା ପୂର୍ବରୁ ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ବାହିନୀପତି କହିଛନ୍ତି, “ଗାନ୍ଧି ପରିବାର ମୋ’ ପ୍ରତି କେବେ ଅନ୍ୟାୟ କରିବେନି। ଏହି ପଦବୀ ପାଇଁ ମୁଁ ଲାଳାୟିତ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story