ବେଆଇନ ଭାବେ ଚାଲୁଥିଲା ୨ଟି ଅଟା କଳ: ଚଢାଉ କରି ଧରିଲେ ସରକାର

ସମ୍ବଲପୁର: ଅସ୍ୱାସ୍ଥ୍ୟକର ପରିବେଶ ସାଙ୍ଗକୁ ବେଆଇନ ଭାବେ ଅଟା ପ୍ୟାକିଂ ଅଭିଯୋଗରେ ସମ୍ବଲପୁର ସହରର କ୍ଷେତରାଜପୁର ଅଞ୍ଚଳରେ ଥିବା ୨ଟି ଅଟା ମିଲ ଉପରେ ଚଢାଉ କରାଯାଇଛି। ଯୋଗାଣ ବିଭାଗ, ବୈଧମାପ ବିଜ୍ଞାନ ବିଭାଗ ଓ ଖାଦ୍ୟ ବିଭାଗ ମିଳିତ ଭାବେ ଏହି ଚଢାଉ କରିଥିଲେ। ଏହି ଦୁଇ ଅଟା ମିଲ୍‌ରେ ଅସ୍ୱାସ୍ଥ୍ୟକର ପରିବେଶରେ ଅଟା ପେଶା ଯାଉଥିବା ବେଳେ ବିନା ଗ୍ଲୋବସ୍‌ ଓ ମାସ୍କରେ ପ୍ୟାକିଂ କରାଯାଉଥିବା ଅଭିଯୋଗ ହୋଇଥିଲା। ବିଭାଗୀୟ ଅଧିକାରୀମାନେ ଅଟା ମିଲ […]

wheat meel

wheat meel

Rakesh Mallick
  • Published: Friday, 28 July 2017
  • Updated: 28 July 2017, 08:25 PM IST

Sports

Latest News

ସମ୍ବଲପୁର: ଅସ୍ୱାସ୍ଥ୍ୟକର ପରିବେଶ ସାଙ୍ଗକୁ ବେଆଇନ ଭାବେ ଅଟା ପ୍ୟାକିଂ ଅଭିଯୋଗରେ ସମ୍ବଲପୁର ସହରର କ୍ଷେତରାଜପୁର ଅଞ୍ଚଳରେ ଥିବା ୨ଟି ଅଟା ମିଲ ଉପରେ ଚଢାଉ କରାଯାଇଛି। ଯୋଗାଣ ବିଭାଗ, ବୈଧମାପ ବିଜ୍ଞାନ ବିଭାଗ ଓ ଖାଦ୍ୟ ବିଭାଗ ମିଳିତ ଭାବେ ଏହି ଚଢାଉ କରିଥିଲେ।

ଏହି ଦୁଇ ଅଟା ମିଲ୍‌ରେ ଅସ୍ୱାସ୍ଥ୍ୟକର ପରିବେଶରେ ଅଟା ପେଶା ଯାଉଥିବା ବେଳେ ବିନା ଗ୍ଲୋବସ୍‌ ଓ ମାସ୍କରେ ପ୍ୟାକିଂ କରାଯାଉଥିବା ଅଭିଯୋଗ ହୋଇଥିଲା। ବିଭାଗୀୟ ଅଧିକାରୀମାନେ ଅଟା ମିଲ ଉପରେ ଜରିମାନା ଲଗାବା ସହ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବେଆଇନ ଭାବେ ଏହି ଅଟା ମିଲ ଚାଲିଥିବାରୁ ଏହାର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story