ବାଲି ଓ ମୋରମ ଡିପୋ ଉପରେ ଚଢ଼ଉ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ଅଞ୍ଚଳରେ ଏକ ସରକାରୀ ସ୍ଥାନରେ ବେଆଇନ ଭାବେ ଗଚ୍ଛିତ ଥିବା ବାଲି ଓ ମୋରମ ଡିପୋ ଉପରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ୫୦୦ ଟ୍ରିପରୁ ଅଧିକ ବାଲି ଓ ୬୦ ଟ୍ରିପ୍‌ ମୋହରମ ଜବତ କରାଯାଇଛି। ଗତକାଲି ରାତି ପ୍ରାୟ ୯ଟାରେ ଭଣ୍ଡାରିପୋଖରୀ ତହସିଲଦାର ମୃତ୍ୟୁଞ୍ଜୟ ଭୁୟାଁ, ଏସଡିପିଓ ମନୋରଞ୍ଜନ ସାମଲ ଓ ଥାନା ଅଧିକାରୀ ସନାତନ ସାହୁ ପ୍ରମୁଖ ଉକ୍ତ […]

86666666666666666666666

86666666666666666666666

Tapaswini Nayak
  • Published: Wednesday, 08 July 2020
  • Updated: 08 July 2020, 01:43 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ଅଞ୍ଚଳରେ ଏକ ସରକାରୀ ସ୍ଥାନରେ ବେଆଇନ ଭାବେ ଗଚ୍ଛିତ ଥିବା ବାଲି ଓ ମୋରମ ଡିପୋ ଉପରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ୫୦୦ ଟ୍ରିପରୁ ଅଧିକ ବାଲି ଓ ୬୦ ଟ୍ରିପ୍‌ ମୋହରମ ଜବତ କରାଯାଇଛି।

ଗତକାଲି ରାତି ପ୍ରାୟ ୯ଟାରେ ଭଣ୍ଡାରିପୋଖରୀ ତହସିଲଦାର ମୃତ୍ୟୁଞ୍ଜୟ ଭୁୟାଁ, ଏସଡିପିଓ ମନୋରଞ୍ଜନ ସାମଲ ଓ ଥାନା ଅଧିକାରୀ ସନାତନ ସାହୁ ପ୍ରମୁଖ ଉକ୍ତ ଡିପୋ ଉପରେ  ଚଢ଼ଉ କରିଥିଲେ। ଚଢ଼ଉ ପୂର୍ବରୁ ମାଫିଆମାନେ ସେହି ସ୍ଥାନରୁ ଫେରାର ହୋଇଯାଇଥିଲେ। ଏନେଇ ଭଣ୍ଡାରିପୋଖରୀ ଥାନାରେ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story