ରାୟଗଡ଼ା: ବଜ୍ରପାତରେ ୧୦ ଆହତ

ରାୟଗଡ଼ା: ବଜ୍ରପାତରେ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଅନ୍ତର୍ଗତ ଢେପାଗୁଡ଼ା ଗାଁରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ଢେପାଗୁଡ଼ା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହା ସତ୍ତ୍ୱେ ଲୋକେ ବିଲରେ କାମ କରୁଥିଲେ। ହଠାତ୍‌ ବଜ୍ରପାତ ହେବାରୁ ୧୦ ଜଣ ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ

ଚିନ୍ତା ବଢ଼ାଉଛି ଗଞ୍ଜାମ, ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କ ଉଦ୍‌ବେଗ

ମିଳିଲାନ୍ସ ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ବୁହାଗଲା ମୃତଦେହ

ଭାଇରାଲ ଅଡିଓ ମାମଲା; ଅଟକଙ୍କ ମଧ୍ୟରୁ ଜଣେ ଅରଟେଲ୍ କର୍ମଚାରୀ

ପୁଲିସ୍‌ କର୍ମଚାରୀଙ୍କୁ ଅଟକ ରଖି ବନ୍ଧା ହେଲେ ୨୨

ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ଭାଇରାଲ ଅଡିଓ ମାମଲାରେ ୨ ଜଣଙ୍କୁ ଉଠାଇନେଲା ପୁଲିସ

ଆସୁଛି ଆଉ ଏକ ଲଘୁଚାପ, ୫ ଦିନ ଧରି ପ୍ରବଳ ବର୍ଷିବ!

OSAP ଷଷ୍ଠ ବାଟାଲିଅନରେ ୧୬ ଯବାନଙ୍କୁ କରୋନା

ମହାମାରୀ ‘କରୋନା’ ମୃତ୍ୟୁ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା!

ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

‘ଓଟିଭି ବିରୋଧରେ ଲାଗିଥିବା ଦଫା ଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ’

‘ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତ ହାର ଅଧିକ’