ବଜ୍ରପାତ ଯୋଗୁଁ ରେଳ ସିଗନାଲ ଅଚଳ

ଭୁବନେଶ୍ୱର: ବଜ୍ରପାତ ଯୋଗୁଁ ରେଳ ସିଗନାଲ୍‌ ଅଚଳ ହୋଇଯାଇଛି। ଫଳରେ ୫ ଘଣ୍ଟା ଧରି କଟକ ଓ ଭୁବନେଶ୍ୱର ମଧ୍ୟରେ ରେଳ ଚଳାଚଳ ବ୍ୟାହତ ହୋଇଛି। ରେଳ ଚଳାଚଳ ସ୍ୱାଭାବିକ ହେବାକୁ ୨ରୁ ୩ ଘଣ୍ଟା ସମୟ ଲାଗିବ ବୋଲି ପୂର୍ବତନ ରେଳ ବିଭାଗ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ

ଜଳେଶ୍ୱର ଥାନା ଆଇଆଇସି ନିଲମ୍ବିତ

ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଲେ- କେହି ପଇସା ଅଭାବରୁ କରୋନା ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ

ହରିୟାନାରୁ ଆସି ଅନୁଗୋଳରୁ ଲୁଟିଲେ ୨୭ ଲକ୍ଷ; ଛତିଶଗଡ଼ରୁ ଧରା ପଡ଼ିଲେ

ଆହୁରି ୨ ଦିନ ବର୍ଷିବ

କୋଭିଡ୍ କଟକଣାରେ ଆଜି ପାଳିତ ହେବ ସ୍ୱାଧୀନତା ଦିବସ

ରାଜଧାନୀରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ

କ୍ୱାରେଣ୍ଟାଇନରେ ରହିବେ ୨ କ୍ୟାବିନେଟ ମନ୍ତ୍ରୀ

ଆରୋଗ୍ୟ ହେଲେ ୧୩୦୫ କରୋନା ଆକ୍ରାନ୍ତ

‘ଜିଲ୍ଲାପାଳ’ କ୍ଷମତା ଥିବା କହି ଭାଙ୍ଗିଦେଲେ ୬ ଅର୍ଦ୍ଧ ନିର୍ମିତ ଘର

ସମାଲୋଚନା ପରେ ସୁଧୁରିଲେ, ଗୋଟିଏ ହେଲିକପ୍ଟରରେ ଗଲେ ୪ ମନ୍ତ୍ରୀ

ବରିଷ୍ଠ ପୁଲିସ ଅଫିସରସ୍ତରରେ ବଦଳି; କିଏ କେଉଁଠିକି ଗଲେ ପଢ଼ନ୍ତୁ

ଓଡ଼ିଶାରେ ତିଆରି ହେବ ସିଙ୍ଗାପୁର, ହଂକଂ ପରି ଅଟ୍ଟାଳିକା!