ଭୁବନେଶ୍ୱର ଓ କଟକରେ ବର୍ଷା, ତାତିରୁ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଅନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଆଜି ଭଲ ବର୍ଷା ହୋଇଛି। ବିଶେଷ କରି ତାତିର ପ୍ରଭାବ ଅଧିକ ଥିବା ଭୁବନେଶ୍ୱରରେ ଅସରାଏ ଦିଅସରା ଭଲ ବର୍ଷା ହୋଇଛି। ଫଳରେ ଦିନ ଦୁଇଟା ପର୍ଯ୍ୟନ୍ତ ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଏହା ସହିତ ଆସନ୍ତା ତିନି ଚାରି ଦିନ ପର୍ଯ୍ୟନ୍ତ ତାତି […]

rain-in-kata-bhubaneswar

rain-in-kata-bhubaneswar

Rakesh Mallick
  • Published: Friday, 06 May 2016
  • Updated: 06 May 2016, 01:50 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଅନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଆଜି ଭଲ ବର୍ଷା ହୋଇଛି। ବିଶେଷ କରି ତାତିର ପ୍ରଭାବ ଅଧିକ ଥିବା ଭୁବନେଶ୍ୱରରେ ଅସରାଏ ଦିଅସରା ଭଲ ବର୍ଷା ହୋଇଛି। ଫଳରେ ଦିନ ଦୁଇଟା ପର୍ଯ୍ୟନ୍ତ ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

ଆଜି ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଏହା ସହିତ ଆସନ୍ତା ତିନି ଚାରି ଦିନ ପର୍ଯ୍ୟନ୍ତ ତାତି ଟିକେ କମିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story