ପ୍ରବଳ ବର୍ଷିବ ଓ ପବନ ବୋହିବ; ଜାଣନ୍ତୁ କେଉଁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ ପ୍ରବଳ ବର୍ଷା ହେବ। ତାହା ସହିତ ପବନ ବୋହିବ। ଘଡଘଡ଼ି ମଧ୍ୟ ମାରିବ। ଏହାର ପ୍ରଭାବ ୫ଟି ଜିଲ୍ଲାରେ ଦେଖିବାକୁ ମିଳିବ। ଏହି ସମୟରେ ଘରୁ ନବାହାରିବା ପାଇଁ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ। ଗତ କିଛି ଦିନ ଧରି ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିଛି। ସନ୍ଧ୍ୟା ହେଲେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ମଧ୍ୟ ହେଉଛି। ଏହାର ପ୍ରଭାବ ଆଜି ମଧ୍ୟ ଦେଖିବାକୁ ମିଳିବ। […]

rain

rain

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 04:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ ପ୍ରବଳ ବର୍ଷା ହେବ। ତାହା ସହିତ ପବନ ବୋହିବ। ଘଡଘଡ଼ି ମଧ୍ୟ ମାରିବ। ଏହାର ପ୍ରଭାବ ୫ଟି ଜିଲ୍ଲାରେ ଦେଖିବାକୁ ମିଳିବ। ଏହି ସମୟରେ ଘରୁ ନବାହାରିବା ପାଇଁ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ।

ଗତ କିଛି ଦିନ ଧରି ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିଛି। ସନ୍ଧ୍ୟା ହେଲେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ମଧ୍ୟ ହେଉଛି। ଏହାର ପ୍ରଭାବ ଆଜି ମଧ୍ୟ ଦେଖିବାକୁ ମିଳିବ। କାଳବୈଶାଖୀ ପ୍ରଭାବରେ ପବନ ଓ ବଜ୍ରପାତ ହେବ। ଏନେଇ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos