ଆସନ୍ତାକାଲି ଠାରୁ ୨୩ ଯାଏଁ ରାଜ୍ୟରେ ହୋଇପାରେ ବର୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ୨୩ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ ୨୩ ତାରିଖରୁ ୩-୪ ଦିନ ପାଇଁ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ।ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଆଜି ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ଦିନ ହେଲା ରାଜ୍ୟରେ କମ୍ ଶୀତ ଅନୁଭୂତ ହେଉଛି। ରବିବାର ସର୍ବନିମ୍ନ ତାପମାତ୍ରା ୧୦ରୁ ୧୭ଡିଗ୍ରୀ ମଧ୍ୟରେ ରହିଥିଲା।

ଆହୁରି ପଢ଼ନ୍ତୁ

ହୋଟେଲ୍‌ ଦେଖି ଅଟକିଗଲେ ଆମ୍ୱୁଲାନ୍ସ କର୍ମଚାରୀ! ମଉଳି ଗଲା କଅଁଳ କଢ଼ି

ପୁଲିସ ପାଇଁ ‘ଓଟିଭି’ ବିରୋଧରେ କାହାଣୀ ଲେଖୁଛି କିଏ ?

ଆରୋଗ୍ୟ ହେଲେ ୧୨୩୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ କେତେ ପଢ଼ନ୍ତୁ

ସକ୍ରିୟ କରୋନା ରୋଗୀ: ଗଞ୍ଜାମକୁ ଟପିଲା ଖୋର୍ଦ୍ଧା, ସୁସ୍ଥ ହାର ବି ଚିନ୍ତାଜନକ

କଟକ ଟାଉନ୍‌ରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୦ ଲୋକାଲ୍‌ କେସ୍‌

ଖେଳୁଥିଲେ ଭାଇ ଭଉଣୀ, ହଠାତ୍ ପୋଖରୀରେ ବୁଡି ଚାଲିଗଲେ

ଡକ୍ୟୁମେଣ୍ଟ ମାଗି ରଖିଲାନି ପୁଲିସ, କୋରିଅରରେ ପଠାଇଲା ଓଟିଭି

ଭାଇରାଲ ଅଡ଼ିଓ ଘଟଣାରେ ଗିରଫ ୨ ଜଣଙ୍କୁ ରିମାଣ୍ଡରେ ନେବ ପୁଲିସ

ସବୁ ଥାଇ ନିଶ୍ୱ ସେ , ପାଣି ପାଇପ୍‌ ଭିତରେ କଟୁଛି ଜୀବନ

ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ +2 ବିଜ୍ଞାନ ରେଜଲ୍ଟ

ଗିରଫ ଦୁଇଜଣଙ୍କର ଭୁଲ କ’ଣ : ବୈଜୟନ୍ତ

A, B ଓ C ବର୍ଗରେ ବିଭକ୍ତ ହେଲା ଦୋକାନ, ଗାଇଡଲାଇନ୍ ଜାରି