ଆଜି ବର୍ଷିବ, ଘଡ଼ଘଡ଼ି ମାରିବ: ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ମାରିବ। ପ୍ରବଳ ବି ବହିବ। ଏଥିପାଇଁ ୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ଆଜି ଅନୁଗୋଳ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବଜ୍ରପାତ ହେବ। ପ୍ରବଳ ବେଗରେ ପବନ ମଧ୍ୟ ବହିବ। ୫୦ରୁ ୬୦ କିମି […]

rain in bbst

rain in bbst

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 04:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ମାରିବ। ପ୍ରବଳ ବି ବହିବ। ଏଥିପାଇଁ ୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

କାଳବୈଶାଖୀ ପ୍ରଭାବରେ ଆଜି ଅନୁଗୋଳ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବଜ୍ରପାତ ହେବ। ପ୍ରବଳ ବେଗରେ ପବନ ମଧ୍ୟ ବହିବ। ୫୦ରୁ ୬୦ କିମି ବେଗରେ ପବନ ବହିବ। ଏଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ତେଣୁ ସନ୍ଧ୍ୟା ପୂର୍ବରୁ ଘରେ ପହଞ୍ଚିବା ପାଇଁ ପରାମର୍ଶ ଦିଆଯାଇଛି।

ସୂଚନାରୁ ପ୍ରକାଶ, ଚଳିତବର୍ଷ ମୌସୁମୀ ଶୀଘ୍ର ଓଡ଼ିଶା ଛୁଇଁଥିଲା। ତେଣୁ ଭଲ ବର୍ଷା ହେବ ବୋଲି ଅନୁମାନ କରାଯାଉଥିଲା। ଏପରିକି ୨ରୁ ୩ ଦିନ ବର୍ଷା ମଧ୍ୟ ହୋଇଥିଲା। ଜଣାପଡ଼ୁଥିଲା ରଜରେ ପ୍ରବଳ ବର୍ଷା ହେବ। ହେଲେ ବର୍ଷା ଗାଏବ ହୋଇଗଲା। ମୁଣ୍ଡଫଟା ଖରା ଲେଉଟିଥିଲା। ଫଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇଥିଲା। ଲଗାତାର ତିନି ଦିନ ଧରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା। ଗତକାଲି ଅପରାହ୍ନରେ ଭୁବନେଶ୍ୱର ଆକାଶରେ ଘୋଟିଆସିଲା କଳାହାଣ୍ଡିଆ ମେଘ। ପରେ କିଛି ସ୍ଥାନରେ ବର୍ଷା ହୋଇଥିଲା। ଯାହାଫଳରେ ଗରମରୁ ସାମାନ୍ୟ ଆସ୍ୱସ୍ତି ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story